Browsing Tag

Dr. Mukesh Mahaling

ସୌମ୍ୟାଶ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଜ୍ୟୋତି ପ୍ରକାଶଙ୍କ ସହ କଥା ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନଶ୍ୱେର-: ପୀଡ଼ିତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ । ଏସସିବି ବର୍ଣ୍ଣ ୟୁନିଟରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ…
Read More...

ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର

ଭୁବନେଶ୍ୱର-: ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ ​​କରିବା ଉପରେ ବିଶେଷ ଧ୍ୟାନ ଦେଇଛି ଓଡ଼ିଶା ସରକାର । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୫ ଲକ୍ଷ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନାରେ କେବଳ ୨୦୨୫ ମସିହାରେ ୫,୦୦୦ରୁ ଅଧିକ ଡାକ୍ତର, ନର୍ସ…
Read More...

୨୦୨୫-୨୬ ବର୍ଷରେ ରାଜ୍ୟରେ ଆଉ ୯ଟି ମେଡିକାଲ କଲେଜ ଖୋଲିବ

ଭୁବନେଶ୍ୱର-: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ୨୦୨୫-୨୬ ବର୍ଷରେ ଆଉ ୯ଟି ମେଡିକାଲ କଲେଜ ଖୋଲିବ। ରାଜ୍ୟରେ ନୂଆ ମେଡିକାଲ କଲେଜ ଖୋଲିବା ନେଇ ବଜେଟ ଅନୁମୋଦନ ହୋଇଛି । ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ। ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର,…
Read More...

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ଵାରା ‘‘ଷ୍ଟପ୍-ଡାଇରିଆ’’ ଅଭିଯାନ ଆରମ୍ଭ

ଭୁବନେଶ୍ୱର-: ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଏହି ଅଭିଯାନର ଶୁଭ ଉଦଘାଟନ୍…
Read More...