ଏବେଠାରୁ ହାତ ପାହାନ୍ତାରେ ମିଳବ ଗ୍ୟାସ ସିଲିଣ୍ଡର ।
ଏଣିକି କେଇ ମିନିଟରେ ମିଳିବ ଗ୍ୟାସ ସିଲିଣ୍ଡର । ଅର୍ଡର କରିବାର କିଛି ସମୟର ମଧ୍ୟରେ ଘରେ ପହଞ୍ଚିବ LPG ସିଲିଣ୍ଡର । ହଁ ଆଜ୍ଞା ଆପଣଙ୍କୁ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଶତ ପ୍ରତିଶତ ସତ ହେବାକୁ ଯାଉଛି । ଏହି ବ୍ୟବସ୍ଥା ପ୍ରଥମେ ବାଙ୍ଗଲୋରରେ ଆରମ୍ଭ ହେଭାକୁ ଯାଉଛି ।…
Read More...
Read More...