Browsing Tag

Donald Trump

ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ; ମିଆମି କୋର୍ଟରେ ହେବେ ହାଜର

ଓ୍ୱାଶିଂଟନ: କେତେକ ଗୁରୁତ୍ବପୂର୍ଣ୍ଣ ନଥି ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବି ଅଡୁଆର ସମ୍ମୁଖୀନ ହୋଇଥିଲେ ଟ୍ରମ୍ପ । ଦ୍ବିତୀୟ ଥର ଲାଗି…
Read More...

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୌନ ନିର୍ୟାତନା ମାମଲାରେ ପୁଣି ଏକ ବଡ଼ ଝଟକା ଲାଗିଛି। ଯୌନ ଶୋଷଣ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ୫ ମିଲିୟନ ଡଲାର ଜୋରିମାନା ଲଗାଇଛନ୍ତି ଆମେରିକାର ଫେଡେରାଲ କୋର୍ଟ । ୧୯୯୦ ଦଶକରେ ସେ ଜଣେ ଲେଖିକାଙ୍କୁ ଯୌନ ନିର୍ୟାତନା…
Read More...

ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ୍ସଙ୍କୁ ପଇସା ଦେଇ ଚୁପ କରାଇବା ଅଭିଯୋଗରେ…
Read More...

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ ହେରଫେର ମାମଲାକୁ ହୋଇଥିଲେ ଗିରଫ

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ । ପର୍ଣ୍ଣାରଙ୍କୁ ଟଙ୍କା ଦେବା ମାମଲାରେ ହୋଇଥିଲେ ଗିରଫ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାନହଟ୍ଟନ କୋର୍ଟରେ ମାମଲାର ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।…
Read More...

ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

ଖୁବ୍ ଶୀଘ୍ର ଗିରଫ ହେବେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ । ଏ ନେଇ ନିଜେ ପ୍ରକାଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଦଶନ୍ଧି ତଳେ ଟ୍ରମ୍ପଙ୍କ ଦ୍ବାରା ଘଟିଥିବା ଯୌନ ସମ୍ପର୍କିତ ଆକ୍ଷେପ ଘଟଣାରେ ଦୁଇ…
Read More...

ହଟିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ବ୍ୟାନ୍

ଫେସବୁକକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ ।। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକ୍କୁ ଫେରିଲେ ଟ୍ରମ୍ପ। ଦୀର୍ଘ ଦୁଇ ବର୍ଷ ପରେ ଏହି ଦୁଇଟି ଲୋକପ୍ରିୟ ସୋଶାଲ ମିଡିଆ ଠାରୁ ଦୁରେଇ ରହିବା ପରେ ଏବେ ସେ ଫେରିଛନ୍ତି । ବ୍ୟାନ ହଟିବା ପରେ ‘ଆଇ ଆମ ବ୍ୟାକ’ ଲେଖି ସେ ସୋଶିଆଲ…
Read More...

ଦୋଷୀ ସାବ୍ୟସ୍ତହେଲେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ ଟ୍ରମ୍ପ

ଓ୍ବାଶିଂଟନ : ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ ଟ୍ରମ୍ପ | ଟ୍ରମ୍ପ ଏକ ଅଭିଭାଷଣରେ କହିଛନ୍ତି, ମୁଁ ଏହି ଅଭିଯାନ ଛାଡ଼ିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ୨୦୨୦ ନିର୍ବାଚନର ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବାରୁ…
Read More...

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢିବେ ଟ୍ରମ୍ପ | ୨୦୨୪ ନିର୍ବାଚନ ଲଢିବାକୁ ପୁଣି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନ ଲଢିବା ନେଇ ଘୋଷଣା କଲେ ଟ୍ରମ୍ପ | ଆମେରିକାର ନିର୍ବାଚନ କମିଶନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ…
Read More...

ମହାଭିଯୋଗ ପ୍ରସଙ୍ଗ: ଦୋଷମୁକ୍ତ ହେଲେ ଟ୍ରମ୍ପ୍

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବିରୁଦ୍ଧରେ ଆସିଥିବା ମହାଭିଯୋଗକୁ ସିନେଟ୍‌ ଖଣ୍ଡନ କରି ଟ୍ରମ୍ପଙ୍କୁ ଗତକାଲି ଦୋଷମୁକ୍ତ ଘୋଷଣା କରିଛି। ଦ୍ୱିତୀୟ ଥର ଲାଗି ରାଷ୍ଟ୍ରପତି ଆଶାୟୀ ଟ୍ରମ୍ପ୍‌ଙ୍କୁ ରିପବ୍ଲିକାନ୍‌ ପାର୍ଟି ବହିଷ୍କୃତ ହେବାରୁ…
Read More...

ଫେବ୍ରୁଆରିରେ ଭାରତ ଆସିବେ ଟ୍ରମ୍ପ୍

ନୂଆଦିଲ୍ଲୀ: ଫେବ୍ରୁଆରି ମାସର ଶେଷ ଆଡକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି। ଏହା ଟ୍ରମ୍ପ୍‌ଙ୍କର ପ୍ରଥମ ଭାରତ ଗସ୍ତ ହୋଇଥିବାବେଳେ,ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।…
Read More...