ଡଲଫିନ ଶିକାର କରିବା ଘଟଣାରେ ୫ ମତ୍ସ୍ୟଜୀବୀଙ୍କ ନାଁରେ ମାମଲା ରୁଜୁ
ରିପୋଟର୍ସ ଟୁଡେ ବ୍ୟୁରୋ: ଯମୁନା ନଦୀରୁ ଡଲଫିନ୍ ଶିକାରକରି କାଟିଖାଇବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାର ବୋଲି ଜଣାପଡ଼ିଛି। ଡଲଫିନ୍ ଶିକାରର ଏହି ଭିଡିଓ ସାମ୍ନାକୁ ଆସିବାପରେ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଯାଞ୍ଚ…
Read More...
Read More...