Browsing Tag

DOG MURDER

କୁକୁର କାଳୁକୁ ହତ୍ୟା ଅଭିଯୋଗ , ଥାନାରେ ମାମଲା

(ରିପୋଟର୍ସ ଟୁଡ/ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା । ଲକଡାଉନ ସମୟରେ ନୀରିହ ପଶୁ କୁକୁରକୁ ହତ୍ୟା ଅଭିଯୋଗ । ମୃତ କୁକୁର ନାଁ କାଳୁ । ଏ ନେଇ ସହୀଦନଗର ଥାନାରେ ଅଭିଯୋଗ କରିଛନ୍ତି ପିପୁଲ ଫର ଆନିମାଲର ସଦସ୍ୟ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।…
Read More...