ଭଡାଘରରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ
(ଆଦର୍ଶ ରାଉତ ) : ଭଡାଘରୁ ଡାକ୍ତରାଣୀଙ୍କର ମୃତଦେହ ଉଦ୍ଧାର । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ଶ୍ରୀବିହାରର ଏକ ଭଡା ଘରୁ ଆଜି ଜଣେ ଡାକ୍ତରାଣୀଙ୍କର ରହସ୍ୟଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ମନସ୍ୱିନୀ ବାରିକ ହୋଇଥିବା ବେଳେ ତାଙ୍କ ଘର ବରଗଡ ବୋଲି ଜଣାପଡିଛି ।…
Read More...
Read More...