ରାଜ୍ୟରେ ସ୍ଥିର ରହିଛି ଡେଙ୍ଗୁ ରୋଗିଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଡେଙ୍ଗୁ ରୋଗିଙ୍କ ସଂଖ୍ୟା । ଏବେ ରାଜଧାନି ଭୁବନେଶ୍ୱରରୁ ଦୈନିକ ୮୦ରୁ ୧୦୦ ମାମଲା ଅସୁଥିବା ବେଳେ ସାରା ରାଜ୍ୟରୁ ୨୦୦ ମାମଲା ଆସୁଥିବା କୁହାଯାଉଛି । ରାଜ୍ୟରେ ଗତ ୧୦ ତାରିଖରେ ୬୮ହଜାର୬୧୦ଟି ଡେଙ୍ଗୁ ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୫ହଜାର ୯୭ ଟି…
Read More...
Read More...