Browsing Tag

Diplomacy Delegation

ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବାକୁ ମନା କଲେ ଟିଏମସି ସାଂସଦ ୟୁସୁଫ ପଠାନ

ନୂଆଦିଲ୍ଲୀ-: ବିଦେଶ ଗସ୍ତରେ ଯିବେ ନାହିଁ ୟୁସୁଫ ପଠାନ । ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବାକୁ ମନା କଲେ ଟିଏମସି ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତରେ ଯିବେ ନାହିଁ ବୋଲି ୟୁସୁଫ କହିଥିବା ନେଇ ସୂଚନା ମିଳିଛି ।  ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ଟିମ୍‌ରେ ଅଛନ୍ତି ୟୁସୁଫ । ଅନ୍ୟପଟେ…
Read More...