୯ଟି ମାଛର ଦାମ ୧୫ ଲକ୍ଷ;ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼
ଦୀଘା; ମାଛର ଦାମ ୨୫ ହଜାର । ଏକଥା ଆଜ୍ଞା ଆପଣମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଦର୍ଶକବନ୍ଧୁ ଏହା ନିରାଟ ସତ୍ୟ । ମାଛ କିଲୋ ପ୍ରତି ୨୫ ହଜାର ୫୦୦ ରହିଛି । ଯାହା ଜଣେ ମାଛ ବ୍ୟବସାୟୀଙ୍କୁ ଲକ୍ଷପତି କରାଇଛି । ୯ଟି ମାଛର ଦାମ ୧୫ ଲକ୍ଷ ହୋଇଛି । ଏହି ମାଛର ନାମ ହେଉଛି ତେଲିଆ…
Read More...
Read More...