Browsing Tag

Dhenkanal accident

ଦୁଇ ବାଇକ ମୁହାଁମୁହିଁ ଧକ୍କା ଦୁଇ ଜଣ ଗୁରୁତର

ଭୁବନ/କଳ୍ପତରୁ ଜେନା: ଭୁବନ ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା। ଭୁବନର ବାରିଜଙ୍ଗ ଛକ ନିକଟରେ ଦୁହିଁଙ୍କର ମୁହାଁମୁହିଁ ଧକା ହୋଇଥିଲା । ଦୁର୍ଘଟଣାରେ ଦୁଇ ଜଣଙ୍କର ହାତ ଗୋଡ ଭାଙ୍ଗିଥିବା ଜଣାପଡିଛି। ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
Read More...

ରାସ୍ତା କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ, ଡ୍ରାଇଭର ମୃତ

(ଭୁବନ/କଳ୍ପତରୁ ଜେନା): ଜାତୀୟ ରାଜପଥ ୫୩ କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ ଟ୍ରକ। ଘଟଣାସ୍ଥଳରେ ଦଶ ଚକିଆ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି । ସୁଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେ ଘଟିଛି ଦୁର୍ଘଟଣା । ଟିପିଲେ…
Read More...