Browsing Tag

dharmendra pradhan

ଗଞ୍ଜାମବାସୀଙ୍କ ପାଇଁ ରାଜ୍ୟସରକାରଙ୍କୁ ଅନୁଦାନ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗଞ୍ଜାମ: ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ, ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଞ୍ଜାମ ଗସ୍ତ । ଆଜି ଆଦି ଶକ୍ତିକ୍ଷେତ୍ର ମା' ତାରାତାରିଣୀ ପୀଠକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ମୃଦୁଲା ଠାକୁର ପ୍ରଧାନଙ୍କ ସହ ମା'ଙ୍କ ଦର୍ଶନ…
Read More...

ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଝାଡଖଣ୍ଡ ଓ ଆନ୍ଧ୍ରରେ ଓଡିଆ ଭାଷା ଓ ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ । ରେଡ୍ଡୀଙ୍କ ବ୍ୟକ୍ତିଗତ…
Read More...

IITରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଆଜି ଆଇଆଇଟି ଗସ୍ତରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଠରେ ଦୁଇଟି ନୂଆ ବିଲ୍ଡିଂର ସେ ଉଦଘାଟନ କରିଛନ୍ତି । ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳୀ ଲେକ୍ଚର ହଲ କମ୍ପଲେକ୍ସ ଉଭୟ ବିଲ୍ଡିଂକୁ ସେ ଉଦଘାଟନ କରିଛନ୍ତି । ୧୨୬୦ କୋଟିରୁ ଅଧିକ ଟଙ୍କା…
Read More...