ଆଜି ପବିତ୍ର ଧନତେରାସ , ସୁନା ବଜାର ଚଳଚଞ୍ଚଳ
ଭୁବନେଶ୍ୱର : ଆଜି ପବିତ୍ର ଧନତେରାସ । ସୁନା ବଜାର ଚଳଚଞ୍ଚଳ । ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ତେଣୁ ଆଜିର ଦିନରେ ଗହଣା ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଥାଏ । ଗହଣା ଦେକାନ ମାନଙ୍କରେ ଆଜିର ଦିନରେ ଥାଏ ଭଲ ଭଲ ଅଫର ରହିଛି । ଆଜି ଦିନକରେ ଶହ ଶହ କୋଟି ଟଙ୍କାର…
Read More...
Read More...