ଧାମନଗର ଉପର୍ନିବାଚନ; ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି
ଧାମନଗର: ଆସିଲା ଧାମନଗର ଉପର୍ନିବାଚନ ଫଳାଫଳ । ବିର୍ତ୍ତମାନ ଆରମ୍ଭ ହୋଇସାରିଛି ଭୋଟଗଣତି । ପ୍ରଥମ ରାଉଣ୍ଡରେ ବିଜେପି ୩୯୮୦ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାଥୀ ରାଜୁ ୪୦୨ ଖଣ୍ଡ ଭୋଟ, କଂଗ୍ରେସ ୧୬୨ ଖଣ୍ଡ ଏବଂ ବିଜେପି ୪୭୪୯ ଖଣ୍ଡ ଭୋଟ ପାଇଁ ୭୬୯ ଖଣ୍ଡ ଭୋଟରେ ଆଗୁଆ ରହିଛି । ।…
Read More...
Read More...