ଧବଳେଶ୍ୱର ପୀଠକୁ ସଂଯୋଗ କରୁଛି କଂକ୍ରିଟ ସେତୁ
ଭୁବନେଶ୍ୱର: ପ୍ରଭୁ ଧବଳେଶ୍ବରଙ୍କ ପୀଠକୁ ଫିଟିଛି ବିକାଶର ସେତୁ। ମହାନଦୀରେ ମଞ୍ଚେଶ୍ୱର ପାର୍ଶ୍ଵରୁ ଧବଳେଶ୍ବର ପୀଠକୁ ସଂଯୋଗ କରୁଛି କଂକ୍ରିଟ ସେତୁ । ଏବେ ୨୭୬ ମିଟର ଏହି ସେତୁର ଶୁଭାରମ୍ଭ ହେବାକୁଯାଉଛି। ପୀଠକୁ ଯିବା ପାଇଁ ଏହା ସ୍ଥାୟୀ ସୁବିଧା ସୁନିଶ୍ଚିତ କରି ଉଭୟ ସାମାଜିକ ଓ…
Read More...
Read More...