Browsing Tag

DGP

ଅରୁଣ ଷଡଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର : ଅରୁଣ ଷଡଙ୍ଗୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ।  ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଅବସର ନେଉଥିବା ବେଳେ ତାଙ୍କ ସ୍ଥାନରେ ଅରୁଣ ଷଡ଼ଙ୍ଗୀଙ୍କୁ DGP  ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…
Read More...

ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ପୁରୀ: କରୋନା ମହାମାରୀର ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ପୁରୀରେ ଉଚ୍ଚସ୍ତରୀୟ ବୈଠକ ଡିଜିପି ସୁନୀଲ ବଂଶଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରା…
Read More...

ବ୍ରହ୍ମପୁରକୁ ପୋଲିସ ଡିଜି ଶ୍ରୀ ଅଭୟଙ୍କ ଅଚାନକ ଗସ୍ତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଯାହାକି ସୁରତ ଫେରନ୍ତାଙ୍କୁ ନେଇ ଗଞ୍ଜାମ ଜିଲ୍ଲାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି । ଜିଲାରେ ଗତ ୭ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଏଣୁ ରାଜ୍ୟ ପୋଲିସ…
Read More...

କମିଶନରେଟ ପୋଲିସ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କମିଶନରେଟ ପୋଲିସ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଜଣେ କାର୍ଯ୍ୟରତ ପୋଲିସ ଏସ ଆଇ ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏସ ଆଇ ଜଣଙ୍କ ବିବାହର ପ୍ରତିଶ୍ରୃତି ଦେଇ ଯୁବତୀଙ୍କ ସହ ଦୁଇ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ…
Read More...

ଘରୋଇ ହିଂସାକୁ ରୋକିବାକୁ ଜାରୀ ହେଲା ହେଲ୍ପଲାଇନ ନମ୍ବର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଘରୋଇ ହିଂସା ଲାଗି ଜାରୀ ହେଲା ହେଲ୍ଫ ଲାଇନ ନମ୍ବର । ସାରା ରାଜ୍ୟରେ କୋରୋନା ପାଇଁ ଲକଡାଉନ ହୋଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଲକଡାଉନ ସମୟରେ ଘରୋଇ ହିଂସାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢୁଥିବା ଖବର…
Read More...

ଓଡିଶା ପୋଲିସର କାର୍ଯ୍ୟକୁ ପ୍ରସଂଶା କଲା ଇଣ୍ଡିଆନ ମେଡିକାଲ ଆସୋସିଏସନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡିଶା ପୋଲିସକୁ ପ୍ରଶଂସା । କୋରୋନା ସମୟରେ ଲୋକଙ୍କୁ କିଭଳି ଓଡିଶା ପୋଲିସ ସେବା ଯୋଗାଇଦେଉଛି ତାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଶଂସା କରିଛି । ଜାତୀୟ ସଙ୍କଟ ଥିବା ବେଳେ ପୋଲିସ ଅଧିକାରୀମାନେ କିଭଳି ଲୋକମାନଙ୍କୁ ସୁରକ୍ଷା ଦେବା ସହ ଡାକ୍ତରଙ୍କୁ…
Read More...

ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ କରିବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନିଜ ବାସଭବନରେ ଭିଡିଓ କନଫରେନ୍ସ ଜରିଆରେ…
Read More...