Browsing Tag

dg

ଆତଙ୍କୀ ହମଲାର ୨ ଦିନ ପୂର୍ବରୁ ଆତଙ୍କବାଦୀ ବୈସରନ ଘାଟିରେ ପହଞ୍ଚି ୩ଟି ସ୍ଥାନରେ ରେକି କରିଥିଲେ

ପହଲଗାମ-: ପହଲଗାମ ଆକ୍ରମଣର ୯ ଦିନ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମହାନିର୍ଦେଶକ(ଡିଜି) ସଦାନନ୍ଦ ହୋତେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଅଧିକାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯହା ସବୁ ତଦନ୍ତ କରିଛନ୍ତି, ତାହାର ଅଗ୍ରଗତି ଯାଞ୍ଚ କରିବା ସହିତ ସମୀକ୍ଷା କରିଥିଲେ ।…
Read More...

ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଲେ ପୋଲିସ ଡିଜି

ବ୍ୟୁରୋ-: ସମ୍ବଲପୁର ଗସ୍ତରେ ଆସି ମାଓବାଦୀଙ୍କୁ ପୋଲିସ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆଙ୍କ ଆହ୍ୱାନ ଦେଇଛନ୍ତି । ହଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ଆଉ ସରେଣ୍ଡର ପଲିସିର ଲାଭ ଉଠାଇବାକୁ ସେ କହିଛନ୍ତି । ପୂର୍ବରୁ ୨୧ଟି ଜିଲ୍ଲା ମାଓପ୍ରବଣ ଥିଲା ହେଲେ…
Read More...

ତୃତୀୟ ପର୍ଯ୍ୟାୟ ନିର୍ବାଚନ କୁ ନେଇ ପୋଲିସ ଡିଜିଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା କାଲି ୬ ଟି ଲୋକ ସଭା 42 ଟି ବିଧାନସଭା ଆସନ ରେ ହେବ ନିର୍ବାଚନ । ଏହି ପର୍ଯ୍ୟାୟ ରେ ମୋଟ 10 ହଜାର 515 ଟି ବୁଥ ରେ ମତ ଦାନ ହେବ। ଏଗୁଡିକ ମଧ୍ୟରୁ 20 ପ୍ରତିଶତ ବୁଥ ସମ୍ବେଦନଶୀଳବୁଥ ହୋଇଥିବାରୁ ଏହି  ବୁଥ ଉପରେ ପୋଲିସ ର ନଜର ରହିଛି।  ନିର୍ବାଚନ ପାଇଁ 35 ହଜାର…
Read More...