ବରିଷ୍ଟ ନାଗରିକଙ୍କ ସଚେତନତା କାର୍ଯକ୍ରମ
ଆଜି ପଞ୍ଚାନନ ସାହୁଙ୍କ ସଭାପତିତ୍ୱରେ ବାରକୋଟ ବ୍ଲକର 24ଗୋଟି ଗ୍ରାମପଂଚାୟତରୁ ସାଢେତିନିଶହ ରୁ ଉର୍ଦ୍ଧ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ବରିଷ୍ଠ ନାଗରିକ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଓ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ବାରକୋଟ ବ୍ଲକ ସ୍ତରୀୟ ବରିଷ୍ଠ ନାଗରୀକ ମଞ୍ଚ…
Read More...
Read More...