Browsing Tag

Delhi

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ହୀନା ଖାନ୍

ଭୁବନେଶ୍ୱର; ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ହୀନା ଖାନ୍ । ନିଜ ସ୍ୱାସ୍ଥ୍ୟବସ୍ଥା ବିଗୁଡିଛି । ତଥାପି ସେ ହାରି ଯାଇ ନାହାନ୍ତି । କ୍ୟାନ୍ସରେ ଭିତରେ ବି ନିଜ ଫ୍ୟାନ୍ସକୁ ସବୁ କିଛି ଜାଣାଉଛନ୍ତି । ଫ୍ୟାନ୍ସ ମାନେ ବି ହୀନାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିଛନ୍ତି । ହୀନା ୱେବ ସିରିଜ୍…
Read More...

ଆନା ତାବନଙ୍କ ସହ ମଲଡୋଭାଙ୍କ ଶିକ୍ଷା ଓ ଅନୁସନ୍ଧାନ ମନ୍ତ୍ରୀ ଶ୍ରୀ ଡାନ ପର୍ସିଅନଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା…

ନୂଆଦିଲ୍ଲୀ: ଆମ ଦେଶର HEI ମଧ୍ୟରେ ଏକାଡେମିକ୍ ଏବଂ ଅନୁସନ୍ଧାନ ସହଯୋଗକୁ ସୁଗମ କରିବା ସହିତ ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଉପରେ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ | ଆହୁରି ମଧ୍ୟ, NEP 2020 ଉପରେ ଆନ୍ତରିକତା ଏବଂ ଭାରତର ଶିକ୍ଷାକୁ ଆନ୍ତର୍ଜାତୀୟକରଣ ପାଇଁ ପ୍ରୟାସ ହୋଇଛି  | ଆଜି…
Read More...

ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସୁନୀତା କେଜ୍ରିୱାଲଙ୍କୁ…

ଦିଲ୍ଲୀ;ଆଜି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଜାତୀୟ ସମ୍ମିଳନୀକାରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲ ଜୀ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସୁନୀତା କେଜ୍ରିୱାଲଙ୍କୁ ଭେଟି 28 ନଭେମ୍ବରରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ ଶପଥ ନେବାକୁଥିବା ନୂଆ ମୁଖ୍ୟମନ୍ତ୍ରୀ…
Read More...

ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ଆଣିଛି ଅଭିଯୋଗ; ଆରେଷ୍ଟ ୱାରେଣ୍ଟ ଜାରି

ନୂଆଦିଲ୍ଲୀ; ଗୌତମ ଆଦାନୀଙ୍କୁ ବଡ ଝଟକା । ତାଙ୍କ ନାଁରେ ଆସିଛି ଆରେଷ୍ଟ ୱାରେଣ୍ଟ । ଏହାକୁ ଜାରି କରିଛନ୍ତି ଆମେରିକା କୋର୍ଟ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ଆଣିଛି ଅଭିଯୋଗ । ଆମେରିକାରେ ସୋଲାର କ ଣ୍ଟ୍ରାକ୍ଟ ହାସଲ ପାଇଁ ଦେଇଥିଲେ ୨ ହଜାର କୋଟି ଲାଞ୍ଚ । ଆଦାନୀଙ୍କ…
Read More...

ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

ରିପୋର୍ଟର୍ସ ଟୁଡେ; ପୁଣି ବାପା ହେଲେ ରୋହିତ । ଦ୍ୱିତୀୟ ଥର ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପତ୍ନୀ ରିତିକା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ରିତିକିକାଙ୍କ ପାଇଁ ମୁମ୍ବାଇରେ ଅଭ୍ୟାସରେ କରିଛନ୍ତି ରୋହିତ ଶର୍ମା । ଆଗରୁ ରୋହିତଙ୍କ ଗୋଟିଏ ଝିଅ ଥିଲା । ତାଙ୍କ…
Read More...

ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯିବ ଟଙ୍କା; ୪୮ ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି

ରିପୋଟର୍ସ ଟୁଡେ;- ୪୮ ଲକ୍ଷ ମହିଳା ବନିବେ ଲକ୍ଷପତି ଦିଦି । ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯିବ ଟଙ୍କା । ଲକ୍ଷପତି ଦିଦି ମାଧ୍ୟମରେ ୨୫ଶହ କୋଟିର ଅର୍ଥ ରାଶିର ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ । ଏଥିରେ ୪ ଲକ୍ଷ ୩୦ ହଜାର ସ୍ୱୟଂ ସହାୟକ ଗ୍ରୁପର ୪୮ ଲକ୍ଷ ସଦସ୍ୟ ହେବେ ଉପକୃତ । ଏଥିସହ…
Read More...

ସେପ୍ଟେମ୍ବରରୁ ଆସିବ ନୂଆ ନିୟମ: ବେଆଇନ ମେସେଜରେ ଲାଗିବ ଲଗାମ

ନୂଆଦିଲ୍ଲୀ;ବେଆଇନ ମେସେଜରେ ଲାଗିବ ଲଗାମ । ସେପ୍ଟେମ୍ବର ଆରମ୍ଭରେ ବେଆଇନ ଉତ୍ସରୁ ଆସୁଥିବା ମେସେଜ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ରହିଛି । ଯଦି କୌଣସି କମ୍ପାନିଗୁଡିକର ଲିଙ୍କ୍ ବୈଧ ଭାବେ ପଞ୍ଜୀକୃତ ହୋଇ ନ ଥିବ ତାକୁ ସେୟାରିଂ କରିବେନି ଟେଲିକମ କମ୍ପାନି । ଏଭଳି ସନ୍ଦିଗ୍ଧ ଲିଙ୍କ୍ରୁ…
Read More...

ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ଓ ପୀଡିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ପ୍ରଶ୍ନ କଲେ…

ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରଙ୍କୁ ରେପ ଓ ମର୍ଡର ଘଟଣାରେ ଚାଲିଛି ଷ୍ଟାଟସ ରିପୋର୍ଟ ତଲବ । ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମ କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ହୋଇଛି । ଏଥିସହ ଘଟଣାର ବହୁ ବିଳମ୍ବରେ…
Read More...

ହରିୟାଣା ଓ ଜାମ୍ମୁ-କାଶ୍ମିରୀ  ବିଧାନସଭା ପାଇଁ ଘୋଷଣା ହୋଇଛି ନିର୍ବାଚନ ତାରିଖ; ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ…

ଜାମ୍ମୁକାଶ୍ମିରୀ; ଜାମ୍ମୁ-କାଶ୍ମିରୀ ଓ ହରିୟାଣା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ତେବେ ହରିୟାଣା ଓ ଜାମ୍ମୁ-କାଶ୍ମିରୀ  ବିଧାନସଭା ପାଇଁ ଘୋଷଣା ହୋଇଛି ନିର୍ବାଚନ ତାରିଖ । ହରିଆଣାରେ ଗୋଟିଏ ପର୍ଯ୍ୟାୟରେ  ମତଦାନ ହେବ । ଅକ୍ଟୋବର ପହିଲାରେ ହରିଆଣାର ୯୦ ଆସନ ପାଇଁ ମତଦାନ ହେବ ।…
Read More...

ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ

ଦିଲ୍ଲୀ ; ଦିଲ୍ଲୀ କୋଚିଂ ସେଣ୍ଟର ଛାତ୍ର ମୃତ୍ୟୁ ଘଟଣାରେ ସୁପ୍ରିମ କୋର୍ଟଙ୍କ ଉଦବେଗ । ତିନି ଛାତ୍ରଛାତ୍ରୀଙ୍କ ରାଉ ଆଇଏଏସ କୋଚିଂ ସେଣ୍ଟର ମୃତ୍ୟୁକୁ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରକୁ ନୋଟିସ କରିଛନ୍ତି ସର୍ବୋଚ୍ଚ କୋର୍ଟ । କୋଚିଂ ସେଣ୍ଟରଗୁଡିକ ଡେଥ ଚାମ୍ବର ହୋଇଥିବା କ୍ଷୋଭର ସହ…
Read More...