Browsing Tag

Delhi

ଆଉ ନାହାନ୍ତି RRR ଖଳନାୟକ ରେ ଷ୍ଟିଭେନସନ

ନୂଆଦିଲ୍ଲୀ: ଫିଲ୍ମ RRR ର ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଇରିସ ଅଭିନେତା ରେ ଷ୍ଟିଭେନସନଙ୍କ ପରଲୋକ । ମାତ୍ର ୫୮ ବର୍ଷରେ ଇଟାଲିରେ ତାଙ୍କର ମୃତ୍ୟୁ ହୋଇଛି । RRR ଟିମ୍ ପକ୍ଷରୁ ଟ୍ୱିଟ କରାଯାଇ ରେ ଷ୍ଟିଭେନସନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି। RRR ଫିଲ୍ମରେ ସେ…
Read More...

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ଼ାଙ୍କୁ ସାକ୍ଷାତ କଲେ ରାଜ୍ୟ ସଭାପତି ମନମୋହନ ସାମଲ

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ଼ାଙ୍କୁ ସାକ୍ଷାତ କଲେ ରାଜ୍ୟ ସଭାପତି ମନମୋହନ ସାମଲ | ଆଜି ନୂଆଦିଲ୍ଲୀରେ ଦୁହିଁଙ୍କ ସାକ୍ଷାତ କର ହୋଇଛି | ଏହି ସାକ୍ଷାତକାରରେ ରାଜ୍ୟରେ ସାଂପ୍ରତିକ ରାଜନୈତିକ ସ୍ଥିତି, ଦଳର ସାଂଗଠନିକ କାର୍ଯ୍ୟ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହିଳାଙ୍କ ପ୍ରତି…
Read More...

ଆଜି ‘ବିଶ୍ବ ରେଡ୍‌କ୍ରସ୍‌ ଦିବସ’

ବ୍ୟୁରୋ : ଆଜି ‘ବିଶ୍ବ ରେଡ୍‌କ୍ରସ୍‌ ଦିବସ’ । ମାନବିକ କାର୍ଯ୍ୟ ମାଧ୍ୟମରେ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ୍‌କ୍ରସ୍‌ ଆନ୍ଦୋଳନ ଉତ୍ସର୍ଗୀକୃତ। ତେବେ ସମାଜ ପ୍ରତି ରେଡ୍‌କ୍ରସ୍‌ର ଅବଦାନକୁ ସ୍ମରଣ କରିବା ଲାଗି ଏହାର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଜନ୍ ହେନେରି…
Read More...

ମେ’ ୩ ଓ ୪ରେ ବିମାନ ଉଡ଼ାଣ ସ୍ଥଗିତ

(ଦିଲ୍ଲୀ) :  ମେ’ ୩ ଓ ୪ରେ ବିମାନ ଉଡ଼ାଣ ସ୍ଥଗିତ। ଆସନ୍ତା ୨ଦିନ ପାଇଁ ବୁକିଂ ବନ୍ଦ ରଖିଛି  ଗୋଫାଷ୍ଟ ଏୟାରଲାଇନ୍ସ। ଇଞ୍ଜିନ୍ ଯୋଗାଣ ନହେବା କାରଣରୁ ଗୋଫାଷ୍ଟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି, ଯାହାଫଳରେ ୨୮ଟି ବିମାନର ଉଡ଼ାଣ ବନ୍ଦ ହୋଇଯାଇଛି। ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ…
Read More...

କେତେ ସୁରକ୍ଷିତ ଜଙ୍ଗଲ ସଫାରୀ ?

(ସୋସିଆଲମିଡ଼ିଆ) : ଆଜିକାଲି ଯୁବପିଢିଙ୍କୁ ଅତ୍ୟଧିକ ଜଙ୍ଗଲ ସଫାରୀକୁ ପ୍ରାଧାନ୍ୟ ଦେଉଛନ୍ତି  । ଏବେ ଏହା ଏକପ୍ରକାର ଟ୍ରେଣ୍ଡ ପାଲଟିଲାଣି । ପଶୁ ପକ୍ଷୀଙ୍କୁ ସାମ୍ନାରେ  ଦେଖିବା ପାଇଁ ଲୋକଙ୍କ ଖୁସି କହିଲେ ନସରେ । ସରକାରଙ୍କ ପକ୍ଷରୁ ଅଧିକାଂଶ ରିଜର୍ଭ ଅଞ୍ଚଳରେ ଜଙ୍ଗଲ ସଫାରୀର ବ୍ୟବସ୍ଥା…
Read More...

‘ଆପଣ ଏକ ହାତୀକୁ ମୁର୍ଖ ଭାବନ୍ତୁ ନାହିଁ’

(ଦିଲ୍ଲୀ) : ରାଗରେ ତମତମ ଗଜରାଜ । ମହିଳାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଲେ । ହଁ ଆଂଜ୍ଞା କେବେଳ ସେତିକ ନୁହେ ମହିଳା ଜଣଙ୍କ ଆହତ ହୋଇଥିବା ଜଣାପଡୁଛି ।  ତେବେ ସୋସିଆଲ ମିଡିଆରେ ଗଜରାଜଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓରୁ ସ୍ୱଷ୍ଟ ଜଣାପଡୁଛି ଯେ…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ବହିରେ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦଙ୍କ ବହିରେ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ । ବହିକୁ ପଢି ଭାବବିହ୍ୱଳ ହୋଇଛନ୍ତି ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା। ଆଜାଦ ନାମକ ଏକ ବହି ଲେଖିଛନ୍ତି ଗୁଲାମ। ମହାବାତ୍ୟା ବେଳର କଥା କୁ ବହିରେ ଉଲ୍ଲେଖ କରିଛନ୍ତି ଗୁଲାମ। ମହାବାତ୍ୟା…
Read More...

କେରଳରେ ମୋଦିଙ୍କୁ  ଆକ୍ରମଣ ଧମକ, ମାଲାୟାଲାମ ଭାଷାରେ ଲେଖା ଚିଠି

କେରଳ  : ଆସନ୍ତା ସୋମବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଯାଉଛନ୍ତି । ତେବେ ଗସ୍ତ ବେଳେ ତାଙ୍କୁ ସେଠାରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଛି। ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ସେହି ଅବସ୍ଥା ମୋଦିଙ୍କର କରାଯିବ ବୋଲି ଚିଠିରେ ଲେ‌ଖା…
Read More...

ଘରର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କଲେ, ୧୯ ବର୍ଷ ହେଲା ଏହି ଘରେ ରହୁଥିଲେ

କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀ ୧୨ ତୋଗଲକ ରୋଡସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି। ସେ ଘରର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିଛନ୍ତି। ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ…
Read More...

ଦିଲ୍ଲୀ ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ କରିଲେ ଦୁର୍ବୃତ୍ତ

ନୂଆ ଦିଲ୍ଲୀ: କୋର୍ଟ ପରିସରରେ ଗୁଳିକାଣ୍ଡ । ଦିଲ୍ଲୀ ସାକେତ କୋର୍ଟ ପରିସରରେ ଯୁବତୀଙ୍କୁ ଗୁଳିମାଡ କରିଲେ ଦୁର୍ବୃତ୍ତ । ଓକିଲ ପୋଷାକରେ ଥାଇ ଦୁର୍ବୃତ ଘଟାଇଲେ ଏଭଳି ଗୁଳିକାଣ୍ଡ । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳା…
Read More...