Browsing Tag

Delhi police

ଦିଲ୍ଲୀ ପୋଲିସ ସହ ମମତା ବାନାର୍ଜୀଙ୍କ ମୁହାଁମୁହିଁ, “ରେଡ୍ କାର୍ପେଟ୍‌ ପରିବର୍ତ୍ତେ ବ୍ଲାକ୍ କାର୍ପେଟ୍ କାହିଁକି?”

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ବଙ୍ଗ ଭବନ ବାହାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏସଆଇଆର (SIR) ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିବା ପାଇଁ ମମତା ଚାହୁଁଥିବା ବେଳେ, ବଙ୍ଗ ଭବନ…
Read More...

ଗଣତନ୍ତ୍ର ଦିବସ ପାଇଁ ପୋଲିସ ପିନ୍ଧିବେ AI ସ୍ମାର୍ଟ ଚଷମା

ଗୋଟିଏ ଦିନ ପରେ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ସ୍ୱରୂପ, ଗ୍ରାଉଣ୍ଡ ଡ୍ୟୁଟିରେ ଥିବା କିଛି ଡଜନ ଦିଲ୍ଲୀ ପୋଲିସ କର୍ମଚାରୀ AI ସ୍ମାର୍ଟ ଚଷମା ପିନ୍ଧିବେ, ଯାହା ସେମାନଙ୍କୁ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ…
Read More...

ଦିଲ୍ଲୀ ପୁଲିସ୍‌ର ‘ଅପରେସନ୍ ଆଘାତ’, ବିପୁଳ ଅସ୍ତ୍ରଶସ୍ତ୍ର, ୩୫୦ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଦକ୍ଷିଣ ପୂର୍ବ ଜିଲ୍ଲା ଅପରେସନ୍ ଆଘାତ ୩.୦ ଅନ୍ତର୍ଗତ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ଫଳରେ ୨୦୨୬ ନୂତନ ବର୍ଷ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୩୫୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଅଭିଯାନ ସମୟରେ ପୋଲିସ ବହୁ ପରିମାଣର…
Read More...

ଦିଲ୍ଲୀରୁ ୧୬୦ ଜଣ ବାଂଲାଦେଶୀଙ୍କୁ ନିର୍ବାସିତ କରାଯାଇଛି

ନୂଆଦିଲ୍ଲୀ-: ଗୁରୁବାର ଦିଲ୍ଲୀର ହିଣ୍ଡନ ଏୟାରବେସରୁ ୧୬୦ ଜଣ ବାଂଲାଦେଶୀଙ୍କୁ ନିର୍ବାସିତ କରାଯାଇଛି । ସୂଚନା  ଅନୁଯାୟୀ, ସେମାନଙ୍କୁ ପ୍ରଥମେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତ୍ରିପୁରା ନିଆଯିବ ଏବଂ ତା’ପରେ ବାଂଲାଦେଶ ସୀମା ଦେଇ ସଡ଼କ ପଥରେ ବାଂଲାଦେଶକୁ ଫେରାଇ ଦିଆଯିବ। ଗତ ଗୋଟିଏ ମାସରେ,…
Read More...

ସରକାରୀ ଚାକିରି ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ-: ଦିଲ୍ଲୀ ପୋଲିସ ଏକ ବଡ଼ ନକଲି ସରକାରୀ ଚାକିରୀ ରାକେଟର ପର୍ଦ୍ଦାଫାସ କରିଛି ଏବଂ ବେକାର ଯୁବକମାନଙ୍କୁ ଠକୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରସିଦ ଚୌଧୁରୀକୁ ଗିରଫ କରିଛି। ଏହି ରାକେଟ ଜାତୀୟ ଗ୍ରାମୀଣ ବିକାଶ ଏବଂ ମନୋରଞ୍ଜନ ମିଶନ (ଏନଆରଡିଆରଏମ) ନାମରେ କାର୍ଯ୍ୟ କରୁଥିଲା ଏବଂ…
Read More...

ମେ ୨ରେ ଦିଲ୍ଲୀ ପୋଲିସ ସମ୍ମୁଖରେ ହାଜର ହେବେ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକର

ନୂଆଦିଲ୍ଲୀ-: ସିଭିଲ ସେବା ପରୀକ୍ଷାରେ ଠକେଇ ଏବଂ ଭୁଲ ଭାବରେ ଓବିସି ଏବଂ ଅକ୍ଷମତା କୋଟା ଲାଭ ପାଇବା ଅଭିଯୋଗରେ ଅଭିଯୁକ୍ତ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୋଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ବି.ଭି.…
Read More...

ରାହୁଲଙ୍କୁ ଦିଲ୍ଲୀ ପୋଲିସ୍ ଜାରି କଲା ସମନ, ସମନକୁ ନେଇ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

ଦିଲ୍ଲୀ  : ରାହୁଲଙ୍କୁ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । ରାହୁଲ ଗାନ୍ଧୀ ନିଜ ବୟାନକୁ ନେଇ ପୁଣି ଥରେ ବିବାଦରେ ଫସିବା ସହ ତାଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୋଲିସ୍ । ଜମ୍ମୁ-କାଶ୍ମୀରରେ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଜାରି ହୋଇଛି ନୋଟିସ୍ । ଭାରତ…
Read More...

ଲଭ, ସେକ୍ସ ଓ ଧୋକା: ହାତଗୋଡ଼ ବାନ୍ଧି ବାରମ୍ବାର ସେକ୍ସ କଲା ପରେ ଫେରାର ହେଲା ମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ମନ୍ତ୍ରୀଙ୍କ ପୁଅ ନାଁରେ ଆସିଲା ଦୁଷ୍କର୍ମର ବଡ଼ ଅଭିଯୋଗ ।ପ୍ରଥମେ ଲଭ ପରେ ସେକ୍ସ ଆଉ ସବୁ ସରିଲା ପରେ ଚମ୍ପଟ ମାରିଲା ପ୍ରେମିକ । ଘଟଣା ଏତେ ବଢ଼ିଗଲା ଯେ କଥା ଯାଇ ପହଞ୍ଚିଲା ଦିଲ୍ଲୀରେ। ମନ୍ତ୍ରୀଙ୍କ ପୁଅ କେବଳ ପୀଡ଼ିତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି…
Read More...

ଦିଲ୍ଲୀ ପୁଲିସ ହାତରେ ଦୁଇ ଆତଙ୍କବାଦୀ

( ଦିଲ୍ଲୀପ କୁମାର ବେହେରା) : ଦିଲ୍ଲୀରେ ଧରା ପଡ଼ିଲେ ଦୁଇ ଆତଙ୍କବାଦୀ । ସୂଚନା ମୁତାବକ ଦୁଇ ଜଣ ଛାତ୍ର, ଜଣେ ଏମ୍ଟେକ୍ ପଢୁଥିବା ବେଳେ ଅନ୍ୟ ଜଣେ ଡିପୋ୍ଲମା ପଡୁଥିଲେ । ଆଗାମି ଦିନ ପାଇଁ ଏହି ଦୁଇ ଜଣ ଏକ ବଡଧରଣର ଯୋଜନା କରୁ ଥିଲେ । ଜାମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଏହି ଦୁଇ…
Read More...