ଦିଲ୍ଲୀରେ ଘନ କୁହୁଡ଼ି, ୧୪୮ ବିମାନ ବାତିଲ୍
ଦିଲ୍ଲୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ କୁହୁଡି ଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ ନହେବାରୁ ଦିଲ୍ଲୀ ବିମାନବନ୍ଦରରେ ୧୪୮ଟି ବିମାନ ବାତିଲ୍ କରାଯାଇଛି , ୨ଟି ବିମାନର ଗତିପଥ ବଦଳାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା…
Read More...
Read More...