Browsing Tag

delhi crime

୧୯୯୦ ମସିହାର ହତ୍ୟା ମାମଲାରେ ଫେରାର ଥିବା ଦିଲ୍ଲୀର ମହିଳା ୨୦ ବର୍ଷ ପରେ ଗିରଫ

ନୂଆଦିଲ୍ଲୀ: ୧୯୯୦ ମସିହାରେ ଦିଲ୍ଲୀରେ ଜଣେ ୧୦ ବର୍ଷୀୟ ବାଳକର ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ମହିଳାଙ୍କୁ ହରିଦ୍ୱାରରୁ ଗିରଫ କରାଯାଇଛି। ସେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କର୍ତ୍ତୃପକ୍ଷଙ୍କ ଆଖିରେ ଧୂଳି ଦେଇ ଫେରାର ଥିଲେ ବୋଲି ପୋଲିସ…
Read More...