Browsing Tag

Delhi Blast

ଦିଲ୍ଲୀ ବିସ୍ଫୋରଣ: ବମ୍ ତିଆରି କରିବାରେ ISIS କରୁଥିଲା ସାହାର୍ଯ୍ୟ

ନୂଆଦିଲ୍ଲୀ: ଫରିଦାବାଦ ଆତଙ୍କୀ ନେଟୱାର୍କ ଏବଂ ଲାଲକିଲ୍ଲା ବିସ୍ଫୋରଣରେ ବଡ଼ ଖୁଲାସା । ଏହାକୁ ତଦନ୍ତ କରୁଥିବା ଏଜେଲ୍ସିଗୁଡ଼ିକ ଏକ ବଡ଼ ପର୍ଦ୍ଦାଫାସ କରିଛନ୍ତି । ଆତଙ୍କବାଦୀଙ୍କ ଫୋନ୍‌ରୁ ତଥ୍ୟ ଉଦ୍ଧାର କରାଯାଇଥିବା ବେଳେ କେବଳ ମୁଜାମ୍ମିଲଙ୍କ ମୋବାଇଲ୍ ଫୋନ୍‌ରୁ ପ୍ରାୟ 200 ଭିଡିଓ…
Read More...

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ୪ ଡାକ୍ତର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ୪ ଡାକ୍ତର ଗିରଫ । ଜମ୍ମୁ-କାଶ୍ମୀରର ୩ ଓ ଉତ୍ତର ପ୍ରଦେଶର ଜଣେ ଡାକ୍ତର ଗିରଫ । ଗିରଫ ୪ ଜଣଙ୍କ ମଧ୍ୟରେ ୩ ଜଣ ଡାକ୍ତର । ଏହାକୁ ମିଶାଇ ଏଯାବତ ୬ ଜଣଙ୍କୁ ଗିରଫ କଲାଣି NIA । ଗିରଫ ହୋଇଥିବା ଏହି ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପଚରାଉଚରା ଜାରି…
Read More...

ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କଣ ରହିବ ଭାରତର ଆକ୍ସନ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ଘଟିଥିବା କାର ବୋମା ବିସ୍ଫୋରଣ ମାମଲାକୁ ନେଇ ପିଓକେର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱର-ଉଲ୍-ହକ୍ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦିଲ୍ଲୀ ବିସ୍ଫୋରଣରେ ପାକିସ୍ତାନର ସିଧାସଳଖ ଭୂମିକା ଥିଲା, ଯେଉଁଥିରେ ୧୫…
Read More...

ଦିଲ୍ଲୀ ବିସ୍ଫୋରଣରେ ବଢ଼ିଲା ମୃତ୍ୟୁସଂଖ୍ୟା, ସେପଟେ ଗିରଫ ହେଲା ଦ୍ବିତୀୟ ସହଯୋଗୀ

Delhi Blast: ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି । LNJP ହସ୍ପିଟାଲ୍‌ରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ପରେ ସଂଖ୍ୟା ୧୫କୁ ବୃଦ୍ଧି । ସେପଟେ ଘଟଣାରେ ଦ୍ବିତୀୟ ସହଯୋଗୀ ଗିରଫ ହୋଇଛି । ଦ୍ବିତୀୟ ସହଯୋଗୀ ଜସିର ବିଲାଲ ୱାନିକୁ ଗିରଫ କଲା NIA । ଶ୍ରୀନଗରରୁ ଗିରଫ, ଆକ୍ରମଣ ପାଇଁ…
Read More...

ଦିଲ୍ଲୀ ବିସ୍ଫୋରଣକୁ ନେଇ ବଡ଼ ଖୁଲାସା, ଡିସେମ୍ବର ୬ରେ ହୋଇଥାଆନ୍ତା ସିରିଜ୍ ବ୍ଲାଷ୍ଟ

Delhi Blast: ଦିଲ୍ଲୀ ବିସ୍ଫୋରଣକୁ ନେଇ ତଦନ୍ତକାରୀ ସଂସ୍ଥାଗୁଡ଼ିକର ବଡ଼ ଖୁଲାସା । ଡିସେମ୍ବର ୬ରେ ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ ଆତଙ୍କବାଦୀ । ଦିଲ୍ଲୀ-NCR ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ । ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ପ୍ରତିଶୋଧ ପାଇଁ ସିରିଜ୍…
Read More...

ଦିଲ୍ଲୀ ବିସ୍ଫୋରଣ: ସ୍କାନରରେ ଫରିଦାବାଦର ଅଲ୍‌ ଫଲାହ ୟୁନିଭର୍ସିଟି

Delhi Blast: ଦିଲ୍ଲୀ ବିସ୍ଫୋରଣ ପାଇଁ ସ୍କାନରରେ ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି। ଆଲ-ଫାଲାହ ୟୁନିଭର୍ସିଟିକୁ କାରଣ ଦର୍ଶାଅ ନୋଟିସ୍ ଜୋରି କରାଯାଇଛି। ସେପଟେ ଅଲ୍‌ ଫଲାହ ୟୁନିଭର୍ସିଟି ପରିସରରେ ପହଞ୍ଚିଛି ବୋମା ନିଷ୍କ୍ରିୟକାରୀ ଟିମ୍ । ହରିୟାଣା ପୋଲିସର ବୋମା ନିଷ୍କ୍ରିୟକାରୀ…
Read More...

CCS ବୈଠକ: ଆତଙ୍କବାଦ ଦମନ ପାଇଁ ଶୂନ୍ୟ ସହନଶୀଳତାକୁ ଗୁରୁତ୍ବ

Delhi Blast: ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ CCS ବୈଠକ ଶେଷ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ଆତଙ୍କବାଦ ଦମନ ପାଇଁ ଶୂନ୍ୟ ସହନଶୀଳତାକୁ ଗୁରୁତ୍ବ । ମୃତାହତଙ୍କ ପରିବାର ପ୍ରତି ସମବେଦନା । ତ୍ବରିତ ତଦନ୍ତ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ନିର୍ଦ୍ଦେଶ ।…
Read More...

ଦିଲ୍ଲୀ ବିସ୍ଫୋରଣ; ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍‌

Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍‌ । ଫରିଦାବାଦରୁ ମିଳିଲା ଆତଙ୍କୀ ଲାଲ ରଙ୍ଗର କାର୍‌ । ଇକୋସ୍ପୋର୍ଟ DL 10 CK 0458 ନଂ ଥିବା କାର୍‌ ଜବତ । ଜବତ କାର୍‌ ସହ ସନ୍ଦିଗ୍ଧ ଡା. ଉମର ଉନ୍‌ ନାବିଙ୍କ ଲିଙ୍କ୍‌ ଥିବା ସୂଚନା । ତେବେ ଦିଲ୍ଲୀ ପୋଲିସ…
Read More...

ଦିଲ୍ଲୀ ବିସ୍ଫୋରଣ, ପଛରେ ଅଛି ଜୈଶ-ଏ-ମହମ୍ମଦ ହାତ, ଏମାନେ କରୁଥିଲେ କାମ

Delhi Blast: ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣର ଲୋମଟାଙ୍କୁରା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିସ୍ଫୋରଣ ଘଟଣାର ଏକ ନୂତନ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଥିରେ ଲାଲକିଲ୍ଲା ନିକଟରେ…
Read More...

ଦିଲ୍ଲୀ ବିସ୍ଫୋରଣ: ଘଟଣା ପଛରେ I-20 କାର୍‌

Red fort explosion: ଦିଲ୍ଲୀ ବିସ୍ଫୋରଣ ଘଟଣା ପଛରେ I-20 କାର୍‌। ହରିୟାଣା ନଂ ଥିବା ଏହି କାର୍‌ ଉପରେ ବଢ଼ିଲା ସନ୍ଦେହ । ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ ମିଳିଲା ସୂଚନା । ଏହି କାର୍‌ଟି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ପ୍ରକୃତରେ କାର୍‌ରେ କେଉଁମାନେ ଥିଲେ…
Read More...