Browsing Tag

Deepika Padukone

Viral Video : ସିଂଘମ ଏଗେନ ପୋଷ୍ଟର ଦେଖି ଦୀପିକାଙ୍କ ନଜର ଉତ୍ତାରିଲେ ରଣବୀର

ବ୍ୟୁରୋ : ଦୀପିକାଙ୍କ ନଜର ଉତ୍ତାରିଲେ ରଣବୀର ସିଂ। ସିଂଘମ ଏଗେନ ଟ୍ରେଲର ଲଞ୍ଚ ସମୟରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା । ସିଂଘମ ଏଗେନ ଟ୍ରେଲର ଲଞ୍ଚରେ ନୂଆ କରି ମାତୃତ୍ଵ ଲାଭ କରିଥିବା ଦୀପିକା ଉପସ୍ଥିତ ନଥିଲେ । ଏହି ଫିଲ୍ମ ର ମୁଖ୍ୟ ଚରିତ୍ର ଲେଡି ସିଂଘମ ଅର୍ଥାତ ଶକ୍ତି…
Read More...

ଘରକୁ ଆସିଲେ ଲକ୍ଷ୍ମୀ : ବାପା, ମା’ ହେଲେ ରଣବୀର ସିଂ ଓ ଦୀପିକା ପାଦୁକୋନ

ବ୍ୟୁରୋ : ଗଣେଶ ଚତୁର୍ଥୀର ଠିକ ଦିନେ ପରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା । କୋମଳମତି ଶିଶୁର ଆଗମନରେ ଦୀପବୀରଙ୍କ ଘରେ ଖୁସିର ମାହୋଲ ଦେଖାଯାଇଛି । ଶ୍ରୀ ଗଜାନନଙ୍କ ଉତ୍ସବ ମଧ୍ୟରେ କନ୍ୟା ସନ୍ତାନ ଜନ୍ମ ଦୀପିକା ଓ ରଣବୀରଙ୍କ ପାଇଁ ବଡ ଆଶୀର୍ବାଦ ଠାରୁ କିଛି କମ ନୁହେଁ ।…
Read More...

୪୯୭ କୋଟିର ମାଲିକାଣୀ ଦୀପିକା ପାଦୁକୋନ୍

ଦୀପିକା ପାଦୁକୋନ୍ ହେଉଛନ୍ତି ବଲିଉଡର ସବୁଠୁ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ । ସେ ୨୦୦୭ରେ ‘ଓମ୍ ଶନ୍ତି ଓମ୍’ ପିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପର ଡୁପର ହିଟ ହୋଇଥିଲା ।ଏହାପରେ ଦୀପିକା ପଛକୁ ଦେଖି ନଥିଲେ । ଦୀପିକା ତାଙ୍କ କ୍ୟାରିୟରରେ ଗୋଟିଏ…
Read More...

ସ୍ୱଏଟର୍ ପିନ୍ଧି ଟ୍ରୋଲ ହେଲେ ମସ୍ତାନୀ ଗାର୍ଲ ଦୀପିକା

ମୁମ୍ବାଇ:ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍ ର ଆକ୍ଟିଙ୍ଗ ହେଉ କିମ୍ବା ଡ୍ରେସିଂଙ୍ଗ ସେନ୍ସକୁ ନେଇ ବେଶ ଜଣାସୁଣା । ନିକଟରେ ଅନୁଷ୍ଠିତ ହୋଇଥିବା ୱସ୍କାକାରରେ ତାଙ୍କ ବ୍ଲାକ ଗାଉନରେ ଖୁବ ଆକର୍ଷଣୀୟ ଲାଗିବା ସହ ଖୁବ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ତାଙ୍କରା ଡ୍ରେସିଙ୍ଗ ସେନ୍ସକୁ ନେଇ…
Read More...

ହାପି ବର୍ଥ ଡେ ଦୀପିକା ପାଦୁକୋନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ୩୭ ବର୍ଷରେ ପାଦ ଦେଇଛନ୍ତି । ୨୦୦୭ ମସିହାରେ ଶାହରୁଖ ଖାନଙ୍କ ସହ ଓମ ଶାନ୍ତି ଓମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଦୀପିକା । ଫିଲ୍ମ ଦୁନିଆକୁ ଦେଖିବାକୁ ଗଲେ ୨୦୦୭ରୁ ଆଜି ଯାଏଁ ଆଉ ପଛକୁ ଚାହିଁ ନାହାନ୍ତି ଦୀପିକା…
Read More...

ବିବାହ ପାଇଁ ଉତ୍ସାହିତ ବାଜିରାଓ-ମସ୍ତାନି

(ମମତା ସାମଲ): ବଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡି ରଣବୀର ସିଂହ ଓ ଦୀପିକା ପାଦୁକୋନ ନଭେମ୍ବର ପ୍ରଥମ ସପ୍ତାହରେ ଇଟାଲୀର ଏକ ଦ୍ୱୀପରେ ବିବାହ କରିବେ ବୋଲି ଶୁଣାଯାଉଛି । ବାନ୍ଦ୍ରାରେ ରଣବୀରଙ୍କ ଘରର ଆଭ୍ୟନ୍ତରୀଣ ସାଜସଜ୍ଜା କାମ ମଧ୍ୟ ଶେଷ ପର୍ୟ୍ୟାୟରେ। ସମ୍ପୂର୍ଣ୍ଣ ଭାରତୀୟ ଢାଞ୍ଚାରେ ତାଙ୍କ…
Read More...