ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଝାରସୁଗୁଡା ଉପ ନିର୍ବାଚନ ବିଜେଡି ପାର୍ଥୀନୀ ଦୀପାଳି ଦାସ
ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଝାରସୁଗୁଡା ଉପ ନିର୍ବାଚନ ବିଜେଡି ପାର୍ଥୀନୀ ଦୀପାଳି ଦାସ | ଜୀବନର ନୂତନ ଅଧ୍ୟାୟ ଆରମ୍ଭ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲି ଦୀପାଳି | ମୁଖ୍ୟମନ୍ତ୍ରୀ ମୋ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି…
Read More...
Read More...