ଅଟୋ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ନବରଙ୍ଗପୁର : ଅଟୋ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ । ନବରଙ୍ଗପୁର ନୁଆଁ ବସଷ୍ଟାଣ୍ଡ ପଛରେ ଥିବା ଲୋହରା ଶାଳ ନିକଟରେ ଏକ ଅଟୋ ମଧ୍ୟରେ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ସହରର ମେଦ୍ରୀ ସାହିର ପି.ମାଣିକାଣ୍ଟା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତ…
Read More...
Read More...