ମୁହାଁମୁହିଁ ହେଲେ ପ୍ରମିଳା-ଦେବାଶିଷ୍, ପରସ୍ପରକୁ କଲେ ଟାର୍ଗେଟ୍
ଭୁବନେଶ୍ଵର: ଦଳ ଛାଡିବା ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରଣ ବୟାନ । ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ ବୋଲି କହିଛନ୍ତି ଦେବାଶିଷ । ସେ ଆହୁରି କହିଛନ୍ତି, ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି । କିଛି ଲୋକ ନବୀନ ବାବୁଙ୍କୁ…
Read More...
Read More...