ବିଦ୍ୟାଳୟ ଖୋଲିବା ଦାବିରେ ଧାରଣା
ଦେବଗଡ଼: ବିଦ୍ୟାଳୟ ଖୋଲିବା ଦାବିରେ ଧାରଣା ଦେଲେ ଓ ଅଧତ୍ସକାରୀଙ୍କୁ ମୁଣ୍ଡିଆ ମାରିଲେ ଛାତ୍ରଛାତ୍ରୀ । ଦେବଗଡ଼ ଜିଲ୍ଲା ତିଲେଇବାଣୀ ବ୍ଲକ ଅନ୍ତର୍ଗତ ଦନାର୍ଦ୍ଦନପାଲି ବିଦ୍ୟାଳୟକୁ ବନ୍ଦ କରିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ ପ୍ରଦର୍ଶନ କରିଛନ୍ତି । ଶୀଘ୍ର ବିଦ୍ୟାଳୟ ଖୋଲି ପାଠପଢା…
Read More...
Read More...