Browsing Tag

death news

ଅତିକକୁ ହତ୍ୟା ପରେ ତାର ସ୍ତ୍ରୀ ପରବୀନ୍ ଏବେ ଫେରାର୍, ପରବୀନକୁ ଖୋଜୁଛି ପୋଲିସର ଡ୍ରୋନ୍

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ହତ୍ୟାର ଶିକାର ହେବା ପରେ ଏବେ ପତ୍ନୀ ଶାହିସ୍ତା ପରବୀନଙ୍କୁ ଧରିବାକୁ ଆରମ୍ଭ ହୋଇଛି ଜୋରଦାର ସର୍ଚ୍ଚ ଅପରେସନ । ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଏସଟିଏଫ ଓ ପୁଲିସ୍ ଟିମ୍ ପ୍ରୟାଗରାଜ ସମେତ ଗଙ୍ଗା କୂଳବର୍ତ୍ତୀ ଅଞ୍ଚଳରେ ଖାନତଲାସୀ ଜାରି ରଖିଛି। ଏପରିକି ଶାହିସ୍ତା…
Read More...

କଲେଜ ଛାତ୍ରୀଙ୍କୁ ଗୁଳି କରି ମଝି ରାସ୍ତାରେ ମାରିଦେଲେ, ପରୀକ୍ଷା ଦେଇ ଫେରୁଥିବା ବେଳେ ହତ୍ୟା

ଉତ୍ତର ପ୍ରଦେଶରେ ପୁଣି ଫୁଟିଲା ଗୁଳି। ସ୍ପଷ୍ଟ ଦିବାଲୋକରେ ୨ ଜଣ ଯୁବକ ଗୁଳି କରି ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି। ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଛି। ଉତ୍ତର ପ୍ରଦେଶର ଜାଲାଉନ ଜିଲ୍ଲାରେ ଆଜି ଏପରି ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର…
Read More...

ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୫ଜୀବନ

ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଆକାଳରେ ଚାଲିଗଲା ଗୋଟିଏ ପାରିବାରର ୫ଜୀବନ । ବୈଶାଖୀ ସମାଗମ ଦେଖିବାହୋଇଗଲା କାଳ । ଯେମିତି ଯିବା ରାସ୍ତାରେ ବାଟ ଜଗି ବସିଥିଲା ଯମ । ଶ୍ରଦ୍ଧାଳୁମାନେ ବୈଶାଖୀ ସମାଗମ ପାଇଁ ଗଙ୍ଗା ଅଭିମୁଖେ ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ…
Read More...

ଭୁଲ ଇଞ୍ଜେକ୍ସନ ନେଇ ଗ୍ରାମରକ୍ଷୀଙ୍କ ମୃତ୍ୟୁ

ବାଣପୁର/ ଚାଣକ୍ୟ ମିଶ୍ର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। କୋଳଥଡିହ ଗ୍ରାମର ପାଣ୍ଡଵ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ…
Read More...

ଦିନ ଦ୍ୱିପ୍ରହରେ ଗୁଳିକରି ନେତାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ନେତାଙ୍କ ହତ୍ୟା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପୁଣି ହତ୍ୟାର ଶିକାର ହେଲେ ଜଣେ ନେତା । ଦିନ ଦ୍ୱିପ୍ରହରେ ହୋଇଚି ହତ୍ୟା ।ହତ୍ୟାର ଶିକାର ହୋଇଛନ୍ତି ଟିଏମସି ନେତା ଅମୋଦ ଅଲ୍ଲୀ ବିଶ୍ୱାସ । ପଶ୍ଚିମବଙ୍ଗର ନଦିୟାର ହଂସଖଲୀ ଥାନା ରାମନଗର ଚମ୍ପାରିୟା ଗାଁରେ ଘଟିଛି ଏଭଳି ଘଟଣା ।…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ମାଛଗାଡି, ଚାଲିଗଲା ଜୀବନ

ବଲିଗୁଡା/ ବନବାସି ପ୍ରଧାନ: ପୁଣି ସାମ୍ନାକୁ ଆସିଲା ସଡକ ଦୁର୍ଘଟଣା, ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପବନ ଗାଁ ନିକଟରେ । ଏକ ବଛଗାଡି ଭାରସାମ୍ୟ ହରାଇ ଏକ ଗଛରେ ପିଟି ଦେବାରୁ ଘଟଣା ସ୍ଥଳରେ ମାଲିକରୁ ମୃତ୍ୟୁ ହୋଇଥିବା ବେଳେ…
Read More...

କନେଷ୍ଟବଳଙ୍କ ଝୁଲନ୍ତା ମୃ୍ତ ଦେହ ଉଦ୍ଧାର

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା: ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ଏମଭି୪୨ ଗ୍ରାମରେ । ଏପିଆର ପୋଲିସ କନେଷ୍ଟବଳ ଙ୍କ ମୃତ ଦେହ ଏକ ବରଗଛରେ ଝୁଲୁଥିବା…
Read More...

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରଲର, ଡ୍ରାଇଭର ପୋଡି ହୋଇ ମୃତ

ଧର୍ମଶାଳା/ ସୌମ୍ୟ ପଣ୍ଡା: ସଡକ ଦୁର୍ଘଟଣାରେ ଚାଲି ଗଲା ୨ଜୀବନ । ଦୁର୍ଘଟଣା ପରେ ଜଳିଗଲା ଟ୍ରଲର। ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭର ପେଡି ହୋଇ ମୁତ୍ୟୁ ହୋଇଥିବା ବେଳେ ହେଲପର ମଧ୍ୟ ଗୁରୁତର ଅବସ୍ତାରେ ଡାକ୍ତରଖାନା ରେ ମୃତ୍ୟୁ ବରଣ କରିଛି ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି ୧୬ନଂ…
Read More...

ପୋଖରୀରେ ବୁଡି ଯୁବକ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରସୁଲପୁର /ସୌମ୍ୟ ପଣ୍ଡା: ପୋଖରୀରେ ବୁଡି ଯୁବକ ମୃତ ।ପାଣିରେ ଭାସିଲା ମୃତ ଦେହ । ରସୁଲପୁର ବ୍ଲକ ଅନ୍ତର୍ଗତ ରାହାମ୍ବା ଗ୍ରାମର କୁମ୍ଭାର ସାହି ପୋଖରୀରେ ଜଣେ ବ୍ୟକ୍ତିର ମୃତ ଦେହ ଭାସୁ ଥିବା ଦେଖିବାକୁ ମିଳିଥିଲା ଓ ଆଜି ସକାଳ ସମୟରେ ଗ୍ରାମର ପୋଖରୀରେ ଶବ ଭାସୁଥିବା ଗ୍ରାମବାସୀ ଦେଖି…
Read More...

ଅଜଣା ଗଡି ଧକ୍କାରେ ଚାଲିଗଲା ଜୀବନ

ପାଟଣାଗଡ଼ / ଜଗନ୍ନାଥ ଧରୁଆ : ଅଜଣା ଗଡି ଧକ୍କାରେ ବାଇକ ଆରୋହି ମୃତ୍ୟୁ । ଘଟଣା ଘଟିଛି ପାଟଣାଗଡ ଧୁମାଭଟା ଅନ୍ତରଗତ ଅନାଥ ଆଶ୍ରମ ସମୁଖରେ । ବାହାଘର ଭୋଜିଖାଇ ଫେରୁଥିବା ସମୟରେ ଏକ ଅଜଣା ଗଡି ଆସି ବାଇକକୁ ପିଟିଦେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହାତ…
Read More...