ବାଲିଅନ୍ତା କୁଆଖାଇ ନଦୀରୁ ମୃତ ଦେହ ଉଦ୍ଧାର
ବାଲିଅନ୍ତା / ଜିତେନ୍ଦ୍ର କୁମାର ବେଉରା: କୁଆଖାଇ ନବୀରୁ ଅଜଣା ମୃତଦେହ ଉଦ୍ଧାର ।ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ କୁଆଖାଇ ନଦୀରୁ ଅଜଣା ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୋକ ନଦୀକୁ ଯାଇଥିବା ବେଳେ ମୃତ ଦେହ ଭାସୁଥିବା ଦେଖିଥିଲେ ।…
Read More...
Read More...