Browsing Tag

Dead body

କେତକିଶ୍ୱର ଘାଟିରୁ ମିଳିଲା କୁନି କାଉଡିଆଙ୍କ ଶବ

ଜଗତସିଂହପୁର/ ପ୍ରତାପ କୁମାର ସିଂ: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ପ୍ରସିଦ୍ଧ ବାବା ଗୋରେଖନାଥଙ୍କ ପୀଠରେ କାଉଡିଆମାନେ ପାଣି ଢ଼ାଳିବା ନିମନ୍ତେ ରବିବାର ଅପରାହ୍ନରେ ଆଳିପିଙ୍ଗଳ ସ୍ଥିତ ଦେବୀନଦୀର କେତକିଶ୍ୱର ଘାଟିରୁ ହଜାର ହଜାର ଶିବ ଭକ୍ତ ପୂଜାର୍ଚ୍ଚନା କରି ପାଣି ଉଠାଇବା ବେଳେ ହଠାତ…
Read More...

ଯୁବକଙ୍କ ମୃତ ଦେହ ଉଦ୍ଧାର

ଯାଜପୁର/ ବେଦପ୍ରକାଶ ନାୟକ:  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କୃଷ୍ଣଦାସପୁର ଛକ ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ମଣ୍ଡୁକା ଗ୍ରାମର ଯଦୁନାଥ ଦଳାଇ । ଯଦୁନାଥ ଦୀର୍ଘ ପନ୍ଦର ବର୍ଷ ହେବ ମଣ୍ଡୁକା ଗ୍ରାମରେ ନିଜ ଶ୍ୱଶୁର…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି: ଏବେବି ସମ୍ପର୍କୀୟଙ୍କ ଅପେକ୍ଷାରେ ଶବ

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ଏହା ଭିତରେ ପୁନରୁଦ୍ଧାର କାର୍ୟ୍ୟ ଶେଷ ହୋଇଛି। ସ୍ୱାଭାବିକ ହୋଇଛି ରେଳ ଚଳାଚଳ। କେମିତି ହେଲା ଦୁର୍ଘଟଣା, ସେନେଇ ଦାୟିତ୍ୱ ନେଇଛି ସିବିଆଇ। ସେପଟେ ୮୧ଟି ମୃତଦେହ କଂଟେନରରେ ରଖାଯାଇଥିବା ବେଳେ ଆଜି ସୁଦ୍ଧା ୧୯ଟି ମୃତ ଦେହକୁ ଡିଏନଏ ସାମ୍ପୁଲ…
Read More...

ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟ ହୋଇଥିବା ସନ୍ଦେହ

କରଞ୍ଜିଆ / ବସନ୍ତ କୁମାର ସୋରେନ :ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଏକତାଳୀ ଗାଁ ମୁଣ୍ଡ ଜଙ୍ଗଲରୁ ଉଦ୍ଧାର ହୋଇଛି ଗଳିତ ମୃତଦେହ । ମୃତ ମହିଳାଙ୍କ ପରିଚୟ ଜଣା ପଡ଼ି ନଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।…
Read More...

ହସ୍ତାନ୍ତର ପାଇଁ ରହିଛି ଆହୁରି ୮୨ଟି ମୃତ ଦେହ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡ଼ି ପରେ ଜାରି ରହିଛି ଶବ ଚିହ୍ନା । ଶବ ଚିହ୍ନଟ ପାଇଁ ଏବେ ବି ସଂମ୍ପର୍କୀୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିଭିନ୍ନ ରାଜ୍ୟରୁ ସେମାନଙ୍କ ସମ୍ପର୍କୀୟ ଆସି ମୃତ ଦେହ ଚିହ୍ନଟକ କରି ନେଉଛନ୍ତି । ପୁଣି କେତେକଙ୍କ ପରିବାର ଲୋକେ ପରିଚୟପତ୍ର…
Read More...

ମହାନଦୀରେ ଭାସୁଛି ଅଜଣା ମୃତଦେହ

ଆଠଗଡ଼: ମହାନଦୀରେ ଏକ ଅଜଣା ମୃତ ଦେହ ଭାସୁଥିବାର ଦେଖାଯାଇଛି । ମୁଣ୍ଡଳୀ ବ୍ରିଜ ଠାରୁ ୨କିଲୋମିଟର ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ସୋମବାର ସ୍ଥାନୀୟ ଲୋକେ ଏକ ମୃତଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟୁଣୀ ପୁଲିସ…
Read More...

ପୁରୀ-କେଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ପୁରୀ/ ଜୟନ୍ତ କୁମାର ସେଠି: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ମୃତ ଦେହ ପଡିଥିବା ଉଦ୍ଧାର ହୋଇଚି। ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀ ଜଣକ…
Read More...

ଋଷିକୂଲ୍ୟାରୁ ମିଳିଲା ନାବାଳକଙ୍କ ମୃତ ଦେହ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଦୁଇଦିନ ପରେ ଉଦ୍ଧାର ହେଲା ମୃତ ଦେହ । ଋଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ କୃଷ୍ଣ । ଏହି ଅଘଟଣଟି ଘଟିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ନଦୀରେ । ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା ନାବାଳକ କୃଷ୍ଣ ମହାନ୍ତିଙ୍କ ମୃତଦେହ…
Read More...

ଶବକୁ ମିଳିଲାନି କାନ୍ଧ, ଟ୍ରଲିରେ ମଶାଣିକୁ ନେଲେ ଭାଇ

(ସୌମ୍ୟ ରଂଜନ ସେଠୀ): ପାଟଣା ଥାନା କେନ୍ଦେଇପଶି ଗ୍ରାମର ସ୍ୱର୍ଗତ ପ୍ରଫୁଲ୍ଲ କୁମାର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକ, ତାଙ୍କର ଦୁଇ ପୁଅ କାଳିଆ ନାଏକ (୨୨) ଓ ଲୁଲୁ (୨୧) କେନ୍ଦୁଝର ଧୋବାଡିହା ଛକରେ ଭଡ଼ା ଘରେ ରହୁଥିଲେ। ଦୁଇ ଭାଇ ସହରର ବିଭିନ୍ନ ସ୍ଥାନରୁ ଜରି ଗୋଟାଇ ଯାହା ରୋଜଗାର କରୁଥିଲେ…
Read More...