ଅନୁଗୁଳର ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀଙ୍କ ମୃତଦେହ ଠାବ
ଅନୁଗୁଳ: ପୂର୍ବରୁ ହାତୀ ମଡକର ଚିତ୍ର ବାରମ୍ବର ସାମ୍ନାକୁ ଆସିଥିବାବେଳେ ଏବେ ପୁଣି ହାତୀ ମୃତ୍ୟୁର ଖବର ସାମ୍ନାକୁ ଆସିଛି । ଅନୁଗୁଳରେ ଘଟିଛି ଏପରି ଘଟଣା । ଅନୁଗୁଳର ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁର ଖବର ଆସିଛି । ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ୨ଟି ହାତୀଙ୍କ ମୃତଦେହ ଠାବ ହୋଇଛି…
Read More...
Read More...