Browsing Tag

dead

ଏନ୍କାଉଣ୍ଟର୍ରେ ସଫା

ଭାରତୀୟ ସେନାର ଏନ୍କାଉଣ୍ଟର୍ ।ମିଳିତ ଆଟାକ୍ରେ ସଫା ହୋଇଛନ୍ତି ୩ ଜଣ ଲସ୍କର ଆତଙ୍କବାଦୀ ।କୁଲଗାମରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ ।ଘଟଣା ସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ୍ ।ସେହି ସମୟରେ ଉଭୟ ଆତଙ୍କବାଦୀ ସୁରକ୍ଷା ବାହିନୀ…
Read More...

ଫ୍ଲାଟରୁ ମିଳିଲା ବଲିଉଡ କଳାକାର ରବିନ୍ଦ୍ର ମହାଜନୀଙ୍କ ମୃତଦେହ

ପୁନେ:  ବଲିଉଡର ଭେଟେରାନ କଳାକାର ରବିନ୍ଦ୍ର ମହାଜନୀଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଛି । ସେ ପୁନେର ଅମ୍ବି ଗାଅଁସ୍ଥିତ ଏକ ଫ୍ଲାଟରେ ଭଡାରେ ରହୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ସୂଚନା ମୁତାବକ, ଫ୍ଲାଟରୁ ଦୁର୍ଗନ୍ଧ ବାହାରିବା ପରେ ପୋଲିସକୁ ସୂଚନା ଦେଇଥିଲେ…
Read More...

ଯୁଦ୍ଧରେ ଗଲାଣି ୧୦ ହଜାର ଋଷ ସୈନିକଙ୍କ ଜୀବନ

ନୂଆଦିଲ୍ଲୀ - ଋଷ- ୟୁକ୍ରେନ ଯୁଦ୍ଧକୁ ୧୦ଦିନ ବିତିଯାଇଛିି । ଯୁଦ୍ଧରେ ଦୁଇ ଦେଶର ସେନାକୁ ବ୍ୟାପକ କ୍ଷତି ପହଞ୍ଚିଛି । ଗୋଟିିଏ ପଟେ ଋଷର ମିସାଇଲ ମାଡରେ ୟୁକ୍ରେନ ଛାରଖାର ହେବାରେ ଲାଗିଛି । ସାଧାରଣ ନାଗରିକ ନିଜ ଜୀବନ ବଞ୍ଚାଇବା ପାଇଁ ବିଦେଶ ପଳାୟନ କରୁଛନ୍ତି। କିଛି ବଙ୍କରରେ ଲୁଚି ନିଜକୁ…
Read More...