ମହାପ୍ରଭୁଙ୍କ ନିମନ୍ତେ ଚିଠି ଲେଖିଲେ ଦୌପଦୀ ମୁର୍ମୁ
ପୁରୀ: ଆଜି ଶ୍ରୀମନ୍ଦିର ଚତୁର୍ଦ୍ଧା ମୂରତି ଏବଂ ପାଶ୍ୱର୍ ଦେବତାଙ୍କୁ ଦର୍ଶନ କରି ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି । ଓଡିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି । ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ…
Read More...
Read More...