ଆସିଲା ୧୨୯ କରୋନା ସଂକ୍ରମିତଙ୍କ ତଥ୍ୟ
(ରିପୋଟର୍ସ ଟୁଡେ/ଭୁବନେଶ୍ୱ): ରାଜ୍ୟରେ ଆଜି ସର୍ବାଧିକ ୧୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଚିହ୍ନଟ ହୋଇଥିବା ସମସ୍ତ ୧୨୯ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରୁ…
Read More...
Read More...