ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ନାହିଁ ବୋଲି ପଢା ବନ୍ଦ
ଦଶପଲ୍ଲୀ: ପାଠ ପଢିବା ପାଇଁ ବାଧକ୍ୟ ସାଜୁଛି ଆର୍ଥିକ ପରିସ୍ଥିତି । ପିଲାଟିର ପଢିବାରେ ଇଚ୍ଛା ଥିଲେ ବି ଉପାୟ ଶୂନ୍ୟ ସେହି ପିଲା । ଭିକ୍ଷା କଲେ ପେଟ ପୋଷାହୁଏ । ନାଁ ଅଛି ସରକାର ସହାୟତ ନାଁ ଘରବାଡି । ଆହାର ମୁଠେ ପାଇଁ ଦୂଆର ଦୂଆର ସକାଳୁ ବୁଲିବାକୁ ପଡିଥାଏ । ଆଧାରକାର୍ଡ ଓ ଭୋଟ ପରିଚୟ…
Read More...
Read More...