ଲଗାଣ ବର୍ଷା ପ୍ରବାହ ଦାନା ପାଣି ଛଡାଇବା ସହ ଉଜୁଡ଼ାଇ ଦେଇଛି ସୁଖର ସଂସାର
ଦାନଗଦି: ଲଗାଣ ବର୍ଷା ପ୍ରବାହରୁ ଦାନଗଦି ବଜାର ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି । ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନର ସୁବିଧା ନଥିବାରୁ ରାସ୍ତା ମଝିରେ ନାଳ ପାଣି ଜମୁଛି ।ଏପଟେ ଦାନଗଦି ବ୍ଲକକୁ ସଂଯୋଗ କରୁଥିବା କେତେକ ଗାଁ ମଧ୍ୟ ଜଳବନ୍ଦୀ ଦେଖିବାକୁ ମିଳିଛି । ମାନଗୋବିନ୍ଦପୁରଠୁ…
Read More...
Read More...