ଓଡିଶାର ପୂର୍ବତନ ମନ୍ତ୍ରୀ ଏବଂ ପ୍ରବୀଣ ରାଜନେତା ଡମ୍ବରୁ ମାଝୀଙ୍କ ପରଲୋକ
ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଏବଂ ପ୍ରବୀଣ ରାଜନେତା ଡମ୍ବରୁ ମାଝୀଙ୍କ ଦେହାନ୍ତ ହୋଇଛି । ୮୬ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି । ମାଝୀ ବୟସଜନିତ ସ୍ୱାସ୍ଥ୍ୟ ଜଟିଳତା ପାଇଁ ଚିକିତ୍ସାଧୀନ ଥିଲେ। ସେ ସକାଳ ପ୍ରାୟ…
Read More...
Read More...