Browsing Tag

Dama

ମତେ ବିଜେଡିରୁ ବହିଷ୍କାର କରାଯାଇନାହିଁ : ଦାମ

(ଆଦର୍ଶ ରାଉତ): ଗତ ୧୨ ତାରିଖ ଦିନ ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ସ୍ୱର ଦବି ଯାଇ ନାହିଁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ ଏବେ ବି ବିଜେଡିରେ ଅଛି। ଦଳରୁ ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ କିମ୍ବା…
Read More...

ନରମିଲେ ଦାମ, ନେଲେ ୟୁଟର୍ନ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଏଇ କିଛିଦିନ ହେବ ପୁର୍ବତନ ମନ୍ତ୍ରୀ ଦାମ ରାଉତ ଦଳ ବିରୋଧି ମନ୍ତବ୍ୟ ଦେଇ ଚର୍ଚାକୁ ଆସିଥିଲେ । କିନ୍ତୁ ଦାମ ଆଜି ୟୁ ଟର୍ନ ନେଇଛନ୍ତି ହଠାତ୍ ଶାସକ ବିରୋଧରେ ନ କହି ବିରୋଧ ଦଳଙ୍କୁ ଟାର୍ଗେଟ କରିଛନ୍ତି । ମୂଖ୍ୟମନ୍ତ୍ରୀ କ୍ଲନିଚିଟ ଦେଇ ବିରୋଧିଙ୍କୁ ଆକ୍ରମଣ…
Read More...

ଦଳ ବିରୋଧରେ ସତ୍ୟ ମନ୍ତବ୍ୟ ଦେଇ ଅଡୁଆରେ ଦାମ

(ସୌମ୍ୟ ରଂଜନ ସେଠୀ) : ଏଇ କିଛିଦିନ ହେବ ପୁର୍ବତନମନ୍ତ୍ରୀ ଦାମ ରାଉତ ଦଳ ବିରୋଧରେ କିଛି ସତ ମନ୍ତବ୍ୟ ଦେଇ ଚର୍ଚାରେ ଆସିଥିଲେ । ଚାରା, ଓମଫେଡ, ସମବାୟ, ସ୍ୱାସ୍ଥ୍ୟ ବିଭାଗର କେଳେଙ୍କାରି ହୋଇଛି ବୋଲି ଅଭିଯୋଗ ଆଣିଥିଲେ ତା ନେଇ ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବା ନେଇ ଜୋର ଧରିଛି…
Read More...