Browsing Tag

cylinder

ମାରୁତି ଗୋଦାମରେ ଅଗ୍ନିକାଣ୍ଡ ଘଟି ୧୬ କାର ପାଉଁଶ

ବ୍ୟୁରୋ: ମାରୁତି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଜଳି ପାଉଁଶ ହୋଇଗଲା ୧୬ଟି କାର । ଏପରି ଭୟଙ୍କର ଘଟଣା ଘଟିଛି ଉତ୍ତପ୍ରଦେଶର ଜିଟି ନିକଟସ୍ଥ ଏକ ମାରୁତି ଗୋଦାମରେ । ସୂଚନା ଅନୁଯାୟୀ, ୧୧ କେଭି ବିଦ୍ୟୁତ୍ ତାର ହଠାତ୍ ଛିଣ୍ଡି ପଡ଼ି ସେଠାରେ ଥିବା କାର୍ଗୁଡ଼ିକ ଉପରେ ପଡ଼ିଥିଲା। ଫଳରେ କାର୍…
Read More...

ବଢିଲା ଗ୍ୟାସ ଦର, ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୋସେଇ ଘରେ ମହଙ୍ଗା ମାଡ । ପରିବା ପରେ ବଢିଲା ଗ୍ୟାସ ଦର । ଏହା ଘରୋଇ ଗ୍ୟାସ ନୁହେଁ ବଢିଛି କମର୍ସିଆଲ ଗ୍ୟାସ ଦର । ସିଲିଣ୍ଡର ପିଛା ୭ଟଙ୍କା ବୃଦ୍ଧି ହୋଇଥିବା କୁହାଯାଉଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ ୧,୭୭୩ଟଙ୍କା ଥିବା ବେଳେ ଏବେ ୧୭୮୦ ଟଙ୍କାକୁ ବୃଦ୍ଧି…
Read More...