ବାତ୍ୟା ‘ମୋନ୍ଥା’ ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ
ଭୁବନେଶ୍ଵର: ବାତ୍ୟା 'ମୋନ୍ଥା' ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ । ଜନ୍ମ ହୋଇଥିବା ୧୩୬ ଶିଶୁଙ୍କ ମଧ୍ୟରୁ ୬୭ ପୁଅ ଓ ୬୯ ଝିଅ । ସମସ୍ତ ନବଜାତ ଶିଶୁ ଓ ମା’ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି CDMO ।
ତେବେ ଗତକାଲି ଆନ୍ଧ୍ର ନର୍ସାପୁରମ୍ରେ ସ୍ଥଳଭାଗ ଛୁଇଁଥିଲା…
Read More...
Read More...