Browsing Tag

cyclone asani

ଦୁର୍ବଳ ହେଉଛି ବାତ୍ୟା ଅସାନି: ସନ୍ଧ୍ୟାରେ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ଅସାନି। ସନ୍ଧ୍ୟାରେ ଅସାନି ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ। ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି । ବର୍ତ୍ତମାନ ଗୋପାଳପୁର…
Read More...

ସମୂଦ୍ରରେ ମାଡିଆସୁଛି ଅସାନି ; ଛୁଇଁ ପାରିବନି କୂଳ

ଭୁବନେଶ୍ୱର : ସମୂଦ୍ରରେ ମାଡିଆସୁଛି ଅସାନି । ଭୀଷଣ ବାତ୍ୟରେ ପରିଣତ ହୋଇ ମାଡିଆସୁଛି ବାତ୍ୟା ଅସାନି । ପୁରୀର ଦକ୍ଷିଣ-ଦକ୍ଷିଣପୂର୍ବ ତତ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି ବାତ୍ୟା । ବଙ୍ଗୋପସାଗରର ୬୮୦ କିଲୋମିଟର୍‌ ଦୂରରେ ରହିଛି ବୋଲି ଭାରତୀୟ…
Read More...

ସ୍ଥଳଭାଗ ଛୁଇଁବନି ବାତ୍ୟା !

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବନି ବାତ୍ୟା । ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ । ଆଉ କାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ ।୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ୟ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହା…
Read More...

କାଲି ଅବପାତ:୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ୬ଟି ସ୍ଥାନରେ କାଳବୈଶାଖ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳୀ ଘଡ଼ଘଡି ସହ ବର୍ଷା ହେଉଛି। ଏପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୭ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର…
Read More...

ସାଇକ୍ଲୋନ ଆସାନିର ନାମ କିଏ ରଖିଥିଲା ? ଏହାର ଅର୍ଥ କ ‘ଣ?

ନୂଆଦିଲ୍ଲୀ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଉଦାସୀନତା ପ୍ରଥମେ ଗଭୀର ଅବପାତରେ ଏବଂ ପରେ ସୋମବାର ଦିନ ଘୂର୍ଣ୍ଣିବଳୟ ମଧ୍ୟରେ ବୃଦ୍ଧି ପାଇବ ବୋଲି ଭାରତ ପାଣିପାଗ ବିଭାଗ କହିଛି। ଯଦି ଏହା ବାସ୍ତବରେ ଏକ ସାଇକ୍ଲୋନିକ୍ ଝଡ଼ରେ ପରିଣତ ହୁଏ, ତେବେ ଏହାକୁ 'ସାଇକ୍ଲୋନ୍ ଆସାନି' କୁହାଯିବ |…
Read More...