ବଙ୍ଗୋପସାଗରରେ ୧୫ କିଲୋମିଟର ବେଗରେ ଗତି କରୁଛି ସାଇକ୍ଲୋନ୍ ଅର୍ଣ୍ଣବ
ଭୁବନେଶ୍ୱର: ବଙ୍ଗୋପସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଆଜି ସକାଳେ ଏହି ପାଣିପାଗ ପ୍ରଣାଳୀ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେଇଛି।
IMD ଅନୁଯାୟୀ, ଏହା ଆଜି ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ 'ତୀବ୍ର ବାତ୍ୟା'…
Read More...
Read More...