Browsing Tag

cyclone

ଶ୍ରୀଲଙ୍କାରେ ଛାରଖାର କରିବା ପରେ ଭାରତ ମୁହାଁ ବାତ୍ୟା ଡିଟୱା

୩୦ ନଭେମ୍ବରରେ ଘୂର୍ଣ୍ଣିଝଡ଼ ଡିଟୱା ସ୍ଥଳଭାଗ ଛୁଇଁବା ପାଇଁ ପ୍ରସ୍ତୁତ ହେଉଥିବାରୁ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି। ତାମିଲନାଡୁ ସ୍କୁଲ ଶିକ୍ଷା ବିଭାଗ ଶନିବାର ରାଜ୍ୟର ସମସ୍ତ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଛି। ଶିକ୍ଷା ବିଭାଗର ସର୍କୁଲାରରେ କୁହାଯାଇଛି,…
Read More...

ବଙ୍ଗୋପସାଗରରେ ବାତ୍ୟା, ଏଠାରେ କଲା ଲ୍ୟାଣ୍ଡଫଲ, ଶ୍ରୀଲଙ୍କା ପରେ ଏବେ ଭାରତ ମୁହାଁ ଭୟଙ୍କର ଘୂର୍ଣ୍ଣିଝଡ଼

ଭୁବନେଶ୍ଵର: ବଙ୍ଗୋପସାଗରରେ ପୁଣି ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା ' ଡ଼ିଟୱା ' I ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟା 'ଡ଼ିଟୱା'ରେ ପରିଣତ ହୋଇଛି । ୩୦ ନଭେମ୍ବର ସନ୍ଧ୍ୟା କିମ୍ବା ରାତିରେ ଚେନ୍ନାଇ ନିକଟବର୍ତ୍ତୀ ହେବା…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା, ଏଠାରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ବାତ୍ୟା ସୃଷ୍ଟି ହୋଇଛି। ଏହାର ନାଁ ଡିଟୱା ରଖାଯାଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ଏବେ ଏହା ଶ୍ରୀଲଙ୍କାର ପୋଟ୍ଟୁଭିଲ୍‌ ନିକଟବର୍ତୀ,…
Read More...

ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର

ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର । ନଭେମ୍ବର ମାସ ଶେଷକୁ ପୁଣି ଆସିଲା ଆଉ ଏକ ବାତ୍ଯା। ଇଣ୍ଡୋନେସିଆ ଉପକୂଳରେ ଏହା ସ୍ଥଳ ଭାଗ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ବେଳକୁ ପନବର ବେଗ ଥିଲା ୭୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା । ମାଲ୍ଲାକା ସମୁଦ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା…
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ସମୁଦ୍ର ଭିତରେ ହେଉଛି ବଡ଼ ହଲଚଲ୍

ଭୁବନେଶ୍ଵର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମୁଦ୍ର ଭିତରେ ହେଉଛି ବଡ଼ ହଲଚଲ୍ । ଆଜି ଅବପାତର ରୂପ ନେଇପାରେ ୱେଲ ମାର୍କ ଲୋପ୍ରେସର । ଏହା ଆହୁରି ଘନୀଭୂତ ହୋଇ ୪୮ ଘଣ୍ଟା ଭିତରେ ବା ୨୭ ତାରିଖ ଗୁରୁବାର ସୁଦ୍ଧା ନେଇପାରେ ବାତ୍ୟା ରୂପ । ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ…
Read More...

ଫିଲିପାଇନ୍ସରେ ମାଡ ହେବ ଆଉ ଏକ ସୁପର ଟାଇଫୁନ

ଫିଲିପାଇନ୍ସକୁ ଆଉ ଏକ ବାତ୍ୟା ଭୟ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ସ୍ଥାନାନ୍ତର ପ୍ରକ୍ରିୟା । ଦେଶର ପୂର୍ବ ଓ ଉତ୍ତର ଭାଗରୁ ଏକ ଲକ୍ଷ୍ୟରୁ ଅଧିକ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର । ତେବେ ଏହି ଭୟଙ୍କର ବାତ୍ୟାର ନାଁ ରହିଛି ଫୁଙ୍ଗ ୱଙ୍ଗ । ତେବେ ଫିଲିପାଇନ୍ସରେ ଏହି ବାତ୍ୟା ଏବର୍ଷର…
Read More...

ବାତ୍ୟା ‘ମୋନ୍ଥା’ ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ

ଭୁବନେଶ୍ଵର: ବାତ୍ୟା 'ମୋନ୍ଥା' ବେଳେ କୋରାପୁଟ ଜିଲ୍ଲାରେ ୧୩୬ ପ୍ରସୂତୀଙ୍କ ପ୍ରସବ । ଜନ୍ମ ହୋଇଥିବା ୧୩୬ ଶିଶୁଙ୍କ ମଧ୍ୟରୁ ୬୭ ପୁଅ ଓ ୬୯ ଝିଅ । ସମସ୍ତ ନବଜାତ ଶିଶୁ ଓ ମା’ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି CDMO । ତେବେ ଗତକାଲି ଆନ୍ଧ୍ର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଥିଲା…
Read More...

ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା

ଭୁବନେଶ୍ଵର: ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପକ୍ରିୟା । ବଡ଼ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ…
Read More...

ବାତ୍ୟା ‘ମୋନ୍ଥା’: ଗଜପତି ଏବଂ ରାୟଗଡ଼ାରେ ଭୂସ୍ଖଳନ

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ଉପକୂଳ ଆଡକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ମଙ୍ଗଳବାର ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ଗଜପତି ଏବଂ ରାୟଗଡ଼ା ଭଳି ଜିଲ୍ଲାରେ ଭୂସ୍ଖଳନ, ଗଛ ଉପୁଡ଼ି ପଡ଼ିବା ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ନଜର ଆସିଛି। କାଶୀନଗର…
Read More...

ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା, ନାହିଁ ଆଖି

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା । ଧୀରେ ଧୀରେ ବଳଶାଳୀ ହେବାସହ ଉପକୂଳ ଛୁଇଁବା ପାଇଁ ଦ୍ରୁତ ବେଗରେ ମାଡ଼ିଆସୁଛି 'ମୋନ୍ଥା' । ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି । ସକାଳେ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆହୁରି ଆଗକୁ ବଢ଼ିବା…
Read More...