Browsing Tag

cyber criminals

ସାଇବର ଠକଙ୍କ ବ୍ଲାକ୍‌ମେଲ୍‌ର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ : ନିଜ ପେଟରେ ୫୦ରୁ ଅଧିକ ଥର ଛୁରି ଭୁସି ଗୁରୁତର

ଭୁବନେଶ୍ୱର : ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା। ସାଇବର ଠକଙ୍କ ବ୍ଲାକ୍‌ମେଲ୍‌ର ଶିକାର ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ । ନିଜ ପେଟରେ ୫୦ରୁ ଅଧିକ ଥର ଛୁରି ଭୁସି ଗୁରୁତର ଆହତ ହୋଇଛନ୍ତି | ସେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଛନ୍ତି, ସେଠାରେ ତାଙ୍କ…
Read More...