Browsing Tag

cuttuck

ପାରିବାରିକ କଳହ ପାଇଁ ବିଷ ପିଇ ଚାଲିଗଲେ ଶାଶୁ-ବୋହୂ;ସ୍ୱାମୀ ଗୁରୁତର

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ପାରିବାରିକ କଳହ ପାଇଁ ବିଷ ପିଇ ଚାଲିଗଲେ ଶାଶୁ-ବୋହୂ;ସ୍ୱାମୀ ଗୁରୁତର । ଏଭଳି ଅଭାବନୀୟ ଘଟଣା କଟକ ବଡମ୍ବା ବଡବାରସିଂହ ଗାଁରେ ଦେଖିବାକୁ ମିଳିଛି । ମୃତଦ୍ଦ୍ୱୟ ହେଉଛନ୍ତି ଶାଶୁ ନିବାସୀ ସେନାପତି, ବୋହୂ ସଙ୍ଗୀତା ସେନାପତି । ସେପଟେ ସ୍ୱାମୀ ଭାଗିରଥୀ ସେନାପତି…
Read More...

କଟକରେ ଚିହ୍ନଟ ହୋଇଛି କରୋନା

କଟକ;- ପୁଣି ଓଡିଶାରେ କରୋନା ଚିହ୍ନଟ । ଖୋର୍ଦ୍ଧା ଓ ଭୁବନେଶ୍ୱର ପରେ କଟକରେ ଚିହ୍ନଟ ହୋଇଛି କରୋନା । ଆକ୍ରାନ୍ତ ଜଣଙ୍କ ହେଉଛି ୪୫ ବର୍ଷୀୟ ପୁରୁଷ । ସେ କୋଭିଡ ପଜିଟିଭ ଜଣାପଡିଥିବାବେଳେ ଏହା କଟକରେ ପ୍ରଥମ ଚିହ୍ନଟ । ଗତ କିଛି ଦିନ ଧରି ଆକ୍ରାନ୍ତ ଜଣଙ୍କ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ…
Read More...

କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବର୍ଷିଲେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ

ଭୁବନେଶ୍ୱର; କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ବର୍ଷିଲେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଖାଲି ବର୍ଷି ନାହାନ୍ତି ଚେତାବନୀ ବି ଦେଇଛନ୍ତି । ବିଧାୟିକା କହିଛନ୍ତି, ଯଦି କାମ କରିବାର ଅଛି କର ନହେଲେ କଟକ ଛାଡ । ସୂଚନାମୁତାବକ, ବାଲିଯାତ୍ରାରେ କରେଣ୍ଟ ଲାଗି ଜଣେ ଛାତ୍ରଙ୍କ…
Read More...

ବାରଦା ନାନକାର ଗଡ଼ା ନିକଟରୁ ଅଜଗର ଉଦ୍ଧାର

ସାଲେପୁର( ଜ୍ୟୋସ୍ନା ରାଣୀ ସିଂହ );-ବାରଦା ନାନକାର ଗଡ଼ା ନିକଟରୁ ଅଜଗର ଉଦ୍ଧାର ।କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ବାରଦା ପଞ୍ଚାୟତ ନାନକାର ଗଡା ନିକଟରୁ ରବିବାର ରାତିରେ ଏକ ଅଜଗର ଉଦ୍ଧାର ହୋଇଛି।ପ୍ରାୟ ୧୫ଫୁଟ ଲମ୍ବର ଏହି ସାପଟି ନାନକାର ଗଡା ନିକଟରେ ବୁଲୁଥିବା ବେଳେ ସ୍ଥାନୀୟ…
Read More...

ପୁଣି ପୋଲିସ ଖାକିରେ ଲାଗିଲା ଦାଗ; ମହିଳାଙ୍କୁ ଦୁର୍ବ୍ୟବହାର କରି ଜଣେ ପୋଲିସ କର୍ମଚାରୀ ନିଲମ୍ବିତ

କଟକ; ପୁଣି ପୋଲିସ ଖାକିରେ ଲାଗିଲା ଦାଗ । ମହିଳାଙ୍କୁ ଦୁର୍ବ୍ୟବହାର କରି ଜଣେ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି । ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଛନ୍ତି କଟକ ଡିସିପି । କଟକ ସଦର ଥାନାର ଓ.ଏ.ପି.ଫ କର୍ମଚାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତ ୨୨…
Read More...