Browsing Tag

Cuttack

କଟକ ଚଣ୍ଡୀ ମନ୍ଦିରରେ 5 T ସଚିବ ଭି.କେ ପାଣ୍ଡିଆନ୍

(କଟକ) : କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍ । ମା’ କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପ କାମର ସମୀକ୍ଷା କରିବା ସହ ପ୍ରକଳ୍ପର ରୂପରେଖ ନେଇ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିଛନ୍ତି। ଉକ୍ତ ସମୟରେ ମା’ କଟକ ଚଣ୍ଡୀ ମନ୍ଦିର ପରିଷରରେ ଜିଲ୍ଲାପାଳ,…
Read More...

ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ କାର୍ଯ୍ୟକ୍ରମ” ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ

କଟକ : ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଂଚାୟତର କୁଟିଲୋ କୈଳାସ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ "ଜୀବନ ବିନ୍ଦୁ କାର୍ଯ୍ୟକ୍ରମ" ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିର ରେ କଟକ ଏସସିବି ମେଡିକାଲ ର ଡକ୍ଟର ମାନଙ୍କ ଦ୍ଵାରା ୨୧୭ ୟୁନିଟ୍…
Read More...

ପ୍ରତିରୋଧ ହେଉଥିଲା, କେମିତି ଜାଣି ପାରିଲେ ନାହିଁ ପଡୋଶୀ? : ମାହାଙ୍ଗା ଗଣହତ୍ୟା ଘଟଣା

କଟକ : ମାହାଙ୍ଗା ଗଣହତ୍ୟାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବେ ଅପରାଧ ବିଶେଷଜ୍ଞମାନେ ଏହାକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ସମସ୍ତେ ଶିବକୁ ପ୍ରତିରୋଧ କରିଥିଲେ । ଯଦି ଶିବକୁ ବଡ଼ ଭାଇ ଅଲେଖ ତାଙ୍କ ପତ୍ନୀ, ଝିଅ ଓ ଦୁଇ ପୁଅ ମିଶି ୫ ଜଣ…
Read More...

ଘରକୁ ଡିନାମାଇଟ ଲଗାଇ ଉଡ଼ାଇ ଦେଇଥାନ୍ତା ଶିବ

ମାହାଙ୍ଗା: ବହୁ ଚର୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟାର ଅନେକ ଗୁମର ଏବେ ଫିଟିବାରେ ଲାଗିଛି । ବଡ଼ ଭାଇ ଅଲେଖର ପରିବାରକୁ ସମୂଳେ ଧ୍ୱଂସ କରିବା ପାଇଁ ଶିବ ଅନେକ ଭୟଙ୍କର ଯୋଜନା କରିଥିଲା । ଯାହା ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ଘରେ ଶିବକୁ ଜାଗା ନ ମିଳିବା ଓ ସମ୍ପତି ଭାଗ ନ…
Read More...

କୁସୁପୁରୁ ନରସଂହାର ଘଟଣା : ଶିବ ସହିତ କଥା ହେବାକୁ ଡ଼ରୁଛନ୍ତି ବଡ଼ ବଡ଼ ଗୁଣ୍ଡା

ମାହାଙ୍ଗା: କୁସୁପୁରୁ ନାରକୀୟ ନରସଂହାରର ଖଳନାୟକ ଶିବ ସାହୁ । ରିମାଣ୍ଡ ଅବଧି ଶେଷ ପରେ ଏବେ ସେ ସାଲେପୁୂର ସବ-ଜେଲରେ । ଶିବ ଜେଲରେ ଯିବା ଦିନଠାରୁ ଜେଲ କର୍ମଚାରୀ ଓ କଏଦୀମାନଙ୍କ ମଧ୍ୟରେ ସେହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି । ଶିବକୁ ଥରୁଟିଏ ଦେଖିବାକୁ…
Read More...

ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା

ମାହାଙ୍ଗା : କୁସୁପୁର ଗଣହତ୍ୟାର ରାକ୍ଷାସ ଶିବ ପୁଲିସ ରିମାଣ୍ଡରେ ଥାଇ ଅନେକ ରହସ୍ୟ ଉନ୍ମଚୋନ କରିଛି । ଶିବର ଏହି ହତ୍ୟାକାଣ୍ଡ କେତେ ଯେ ଭୟଙ୍କର ଓ ଯୋଜନାବଦ୍ଧ ତାହା ଶୁଣିଲେ ଅନେକ ସ୍ତବ୍ଧ ହୋଇ ଯାଉଛନ୍ତି । ଶିବ ବଡ଼ ଭାଇ ଅଲେଖ ଓ ତାଙ୍କ ପରିବାରକୁ ସମୂଳେ ନାଶ ପାଇଁ ୬ ମାସ ତଳୁ…
Read More...

ଝୁରୁଛି ଝିଆରୀ ପୁତୁରାଙ୍କୁ : ହାଜତରେ ଭୋ ଭୋ କାନ୍ଦୁଛି ପିଶାଚ ଶିବ

ମାହାଙ୍ଗା : ମୋର ସିନା ମୋ ବଡ଼ ଭାଇ ଅଲେଖ ସହିତ ଜମିଜମା ବିବାଦ ଥିଲା, ଆଉ ଏଥିପାଇଁ ସବୁବେଳେ ମୋତେ ମୋ ବଡ଼ ଭାଇ ହଇରାଣ ହରକତ କରୁଥିଲା । ମୁଣ୍ଡକୁ ପିତ ଚଢ଼ି ଗଲା ଆଉ ତାକୁ ମୁଁ ମାରିଦେଲି । ହେଲେ ମୁଁ ମୋ ପୁତରା ଝିଆରୀଙ୍କୁ କାହିଁକି ମୁଁ ମାରିଲି ସେ କଥା ମୁଁ ବୁଝି ପାରୁନାହିଁ, କି କାଳ…
Read More...

ଭାଷାଣିରେ ଦୁଲୁକିଲା କଟକ ସହର

କଟକ : ଦୀର୍ଘ ଦୁଇ ବର୍ଷ ପରେ କଟକ ସହରରେ ଭଷାଣର ମାହୋଲ ଦେଖିବାକୁ ମିଳିଛି। ବାସନ୍ତୀ ଦୁର୍ଗାଙ୍କ ଭଷାଣ ଉତ୍ସବକୁ କଟକରେ ବେଶ ଆଡମ୍ବର ସହ ପାଳନ କରାଯାଇଛି। ପାରମ୍ପାରିକ ବାଦ୍ୟ ସାଙ୍ଗକୁ ଘଣ୍ଟଘଣ୍ଟା, ଶଙ୍ଖରେ ପ୍ରକମ୍ପିତ ହେଲା କଟକ ସହର। ଯଦି ଓ ପାର୍ବଣ ଋତୁ…
Read More...

ମହାନଦୀରେ ବୁଡିଗଲେ ୩ ନାବାଳକ; ଜଣେ ମୃତ, ଏବେ ବି ଦୁଇ ନିଖୋଜ

କଟକ: ମୃତ୍ୟୁ କେଉଁଠି କେତେବେଳେ ଓ କେମିତି ଆସେ ତାହା କିଏ ବା ଜାଣେ । ମୃତ୍ୟୁ ଜଗିବସିଥିଲା ମହାନଦୀରେ । ଗାଧୋଇବା ସମୟରେ ବୁଡିଗଲେ ୩ ନାବାଳକ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀରେ । ଗାଧୋଇବା ସମୟରେ ଅସବଧାନତା ହେତୁ ଖସିପଡି ତିନି ଜଣ ନଦୀରେ ବୁଡିଯାଇଥିଲେ । ତିନି ଜଣ ସାଙ୍ଗ…
Read More...

ମହାନଦୀରେ ଅଘଟଣ: ବୁଡ଼ିଗଲେ ୩ ଯୁବକ, ଜଣେ ମୃତ ଓ ୨ ନିଖୋଜ

କଟକ: ମହାନଦୀରେ ଘଟିଲା ବଡ ଧରଣର ଅଘଟଣ। ଗାଧୋଇବା ବେଳେ ନଦୀରେ ବୁଡିଗଲେ ତିନି ଯୁବକ ।ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି । ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା…
Read More...