Browsing Tag

Cuttack

ଘର ମାଲିକଙ୍କୁ ମିଳିବ ଆଶ୍ୱସ୍ତି, ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ : ଏଣିକି ରାଜଧାନୀ ଭୁବନେଶ୍ୱରରେ ଘର ମାଲିକଙ୍କୁ ମିଳିବ ଆଶ୍ୱସ୍ତି । ହାଇକୋର୍ଟ ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । ବିଏମସି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ୟ୍ୟନ୍ତ ଯାଇଥିଲେ ।ଏହାପରେ ଭୁବନେଶ୍ୱର ମହାନଗର ନିଗମକୁ ଶକ୍ତ ଝଟକା…
Read More...

ପ୍ରାଚୀ ଟ୍ରାନ୍ସପୋର୍ଟ ନିକଟରେ ପଡ଼ି ରହିଛି ମୃତଦେହ : ଦୁଷ୍କର୍ମ କରି ହତ୍ୟା ଅଭିଯୋଗ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ଗତ କାଲି ରାତିରେ କଟକ ଜିଲ୍ଲା ଜଗତପୁର ଥାନା ଅଂଚଳର ଟ୍ରକ୍ ଟର୍ମିନାଲରେ ଘଟିଯାଇଛି ଏକ ବଡ଼ ଅଘଟଣ | ଚା ପିଇବାକୁ ଆସି ଆଉ ଘରକୁ ଫେରି ନାହାନ୍ତି କୁନି ସାହୁ। ପ୍ରାଚୀ ଟ୍ରାନ୍ସପୋର୍ଟ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ପଡ଼ି ରହିଛି ତାଙ୍କର ମୃତଦେହ। କେହି…
Read More...

ନବ ଦାସଙ୍କ ମୃତ୍ୟୁ ଘଟଣା: ଘଟଣାର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ତଦନ୍ତ ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ । ଜେ.ପି ଦାସ ହେଉଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି । ରାଜ୍ୟ ରକାର ତଥା ନବୀନ ପଟ୍ଟନାୟକ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ…
Read More...

ଲୋକସେବା ଫାଉଣ୍ଡେସନ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅମର ଆତ୍ମାର ପାଇଁ କ୍ୟାଣ୍ତେଲ ଶୋଭାଯାତ୍ରା

କଟକ /ଜ୍ୟୋସ୍ନା ରାଣୀ ସିଂହ : ଦିବଙ୍ଗତ ନେତା ତଥା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ । ଲୋକସେବା ଫାଉଣ୍ଡେସନ ପକ୍ଷରୁ ଆଜି ସାଲେପୁର ଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାଶ ଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ କ୍ୟାଣ୍ତେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
Read More...

ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ଠାରେ ଥିବା ଜୁଡିସିଆଲ୍ ଅଭିଲେଖାଗାରର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଏହି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନନ୍ୟ ପଦକ୍ଷେପ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ବିନୀତ ସରନ୍‌ ଏବଂ…
Read More...

ପରଲୋକରେ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ

କଟକ : ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସ | ଲିଭର ଜନିତ ସମସ୍ୟା ନେଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିଲେ ଅକ୍ଲାନ୍ତ | ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ…
Read More...

ବସଟି ଛିଡା ହୋଇଥିବା ଅବସ୍ଥାରେ ଲାଗିଛି ନିଆଁ

ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ଅଗ୍ନିକାଣ୍ଡ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବରମୁଣ୍ଡା ବସଷ୍ଟାଣ୍ଡରେ ଠିଆ ହୋଇଥିବା ଏକ ବସ୍ରେ ନିଆଁ ଲାଗିଛି । ଖଣ୍ଡାଧାର କୁଇନ୍ ନାମକ ବସ୍ଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ…
Read More...

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାକୁ ରଦ୍ଦ କଲେ ହାଇକୋର୍ଟ

କଟକ : ଯେଉଁଭଳି ଢଙ୍ଗରେ ନିର୍ଦ୍ଦିଷ୍ଟ ଚଳଚ୍ଚିତ୍ରଗୁଡିକୁ ଚୟନ କରାଯାଇ ମର୍ୟ୍ୟାଦାଜନକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ବିଜେତା ଭାବେ ଘୋଷଣା କରାଗଲା ତାହା ଅତ୍ୟନ୍ତ ଲଜ୍ଜାର ବିଷୟ । ଏଭଳିକିଛି ମନ୍ତବ୍ୟ ଦେଲେ ହାଇକୋର୍ଟ । ରାଜ୍ୟର ୩୧ତମ ଚଳଚ୍ଚିତ୍ର ପୁରସ୍କାର ପାଇଁ ଘୋଷଣା…
Read More...

ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ରହିଛି ଉଲ୍ଲେଖ

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପରେ ତାଙ୍କ ମଥାରେ କ୍ଷତ ଚିହ୍ନ ରହିଛି । ଗୁରୁଡିଝାଟିଆ ପୋଲସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଏହି…
Read More...

ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ : ପୁଣି ବିବାଦରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ତାଙ୍କ ପତ୍ନୀ ନିର୍ୟାତନା ଅଭିଯୋଗ ଆଣିଛନ୍ତି । ଗତ କିଛି ମାସ ହେବ ସେ ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ହ୍ୟୁମାନ…
Read More...