ଦୁର୍ଗା ପୂଜା ୨୦୨୬: ପୂଜା କମିଟି ଗୁଡ଼ିକ ପାଇଁ NOC ପାଇଁ କଟକରେ ‘ସିଙ୍ଗଲ୍-ୱିଣ୍ଡୋ’ ବ୍ୟବସ୍ଥା ଆରମ୍ଭ
ସିଲଭର ସିଟିରେ ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାରବାଟୀ ପ୍ୟାଲେସ୍ରେ 'ସିଙ୍ଗଲ୍-ୱିଣ୍ଡୋ' ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ଚାରି ଦିନ ଧରି ଖୋଲା ରହିବ। ପୂଜା କମିଟିଗୁଡ଼ିକ ଏହି କେନ୍ଦ୍ରକୁ ଯାଇ ଗୋଟିଏ ସ୍ଥାନରେ ଆବଶ୍ୟକୀୟ କାଗଜପତ୍ର ପ୍ରକ୍ରିୟା ସମ୍ପନ୍ନ…
Read More...
Read More...