ସିଲଭର ସିଟିରେ ଜୋରଦାର ଚାଲିଛି ମାଙ୍କ ବିସର୍ଜନ, ଭସାଣ ଦେଖିବାକୁ ପ୍ରବଳ ଗହଳି
କଟକ: ସିଲଭର ସିଟି କଟକରେ ଜୋରଦାର ଚାଲିଛି ମାଙ୍କ ବିସର୍ଜନ ।ଗତକାଲି ଦେବୀ ଗଡ଼ା ଠାରେ କିଛି ଦୁର୍ଗା ମୂର୍ତ୍ତି ବିସର୍ଜନ କରାଯାଇଥିଲା, ତଥାପି ସହରର ମୁଖ୍ୟ ବିସର୍ଜନ ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଛି। ଏଥିସହିତ ଧୀରେ ଧୀରେ ଜାମ୍ ହେଲାଣି କଟକ । ଗୋଟିଏ ପରେ ଗୋଟିଏ ମେଢ଼ ଆଗକୁ ବଢୁଛି ।…
Read More...
Read More...